ସୀମାରେ ଏୟାର ଡିଫେନ୍ସ ମିଜାଇଲ୍, ଚୀନ୍ର ଦୁଃସାହସକୁ ରୋକିବା ପାଇଁ ପ୍ରସ୍ତୁତି
ନୂଆଦିଲ୍ଲୀ : ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା କମିବାରେ ନାହିଁ । ଲଦାଖର ଏଲ୍ଏସି ନିକଟରେ ଚୀନ୍ ତା’ର ସେନା ମୁତୟନ ଜାରି ରଖିଛି । ଭାରତ ସହ ଚୀନ୍ର କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଜାରି ରହିଛି । ହେଲେ ସମାଧାନର ସୂତ୍ର କିଛି ବାହାରି ନାହିଁ ।
ଏହି ପରିପ୍ରେକ୍ଷୀରେ ଭାରତ ଆବଶ୍ୟକ…
