Odia News Portal

ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ MOU ସ୍ୱାକ୍ଷରିତ

ନୂଆଦିଲ୍ଲୀ : ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ MOU ସ୍ୱାକ୍ଷରିତ । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି । ଅନ୍‌ଲାଇନ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି MOU । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌…

ଆଜି ୨୭୫୨ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର()  ରାଜ୍ୟରେ ଆଜି ୨୭୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୦୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୨୩୧ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ…

ଭର୍ଚୁଆଲ୍ ‌ମିଟିଂ ଦ୍ବାରା ୪ ଜିଲ୍ଲାର ସାଙ୍ଗଠନିକ ସମୀକ୍ଷା ବୈଠକ

ଭୁବନେଶ୍ୱର() ବିଜୁ ଯୁବ ଛାତ୍ର ଜନତା ଦଳର ଆନୁକୁଲ୍ୟରେ ସାଙ୍ଗଠନିକ ସମୀକ୍ଷା ସମ୍ପର୍କୀୟ ଭର୍ଚୁଆଲ୍ ‌ମିଟିଂ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲା ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକର ସମସ୍ତ ଯୁବ ଓ ଛାତ୍ରନେତା ଯୋଗ ଦେଇ ଦଳୀୟ ସଙ୍ଗଠନ ସମ୍ପର୍କରେ ନିଜ ରମତ ପ୍ରଦାନ…

ବିଧାୟକ ପ୍ରୀତମ ପାଢୀଙ୍କୁ କରୋନା

ପଟାଙ୍ଗୀ() କରୋନା ମହାମାରୀର ପ୍ରଭାବ ବଢି ବଢି ଚାଲିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ବିଧାୟକ ଏହାର କବଜାକୁ ଆସିଛନ୍ତି । କୋରାପୁଟ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ନେଇ ବିଧାୟକ ଫେସବୁକ୍ ଜରିଆରେ ସୂଚନା ଦେଇଛନ୍ତି । ଆଣ୍ଟିଜେନ୍…

ସେପ୍ଟେମ୍ବର ପ୍ରଥମ ସପ୍ତାହରେ +2 କଳା ରେଜଲ୍ଟ

ଭୁବନେଶ୍ୱର() ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବାହାରିବ +2 କଳା ପରୀକ୍ଷା ଫଳ। ତେବେ ଅଗଷ୍ଟ ଶେଷ ସପ୍ତାହରେ ପରୀକ୍ଷା ଫଳ ବାହାରିବାର ଥିଲା । CHSEର ୨ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ଵିନା ପରିଶ୍ରମରେ ରକ୍ତସଂଗ୍ରହ କରି ଚାଲିଛି କମିଶନରେଟ ପୁଲିସ୍‍

ଭୁବନେଶ୍ୱର : ବିନା ପରିଶ୍ରମରେ କିଭଳି ସାବାସୀ ମିଳେ ତାହା ଖାକି ବାବୁମାନଙ୍କୁ ଭଲ ଭାବରେ ଜଣା । ଏହି ଫର୍ମୁଲାକୁ ଏବେ କମିଶନରେଟ ପୁଲିସ୍‍ର ରେଡକ୍ରସ ଶାଖାର ବାବୁମାନେ ଅକ୍ଷରେ ଅକ୍ଷରେ ପାଳନ କରିବା ସହିତ ଅନ୍ୟ କାନ୍ଧରେ ସବାର ହୋଇ ବାହାଦୂରୀ ନେବାରେ ଲାଗିଛି । କମିଶନରେଟ ପୁଲିସ୍‍ ଏବେ…

ଆଜିଠୁ ୩ଦିନ ୧୯ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ହୋଇଛି ଉତ୍ତର ବଙ୍ଗୋପସାଗରରେ । ଆସନ୍ତା ୩ ଦିନ ଧରି ଲାଗି ରହିବ ବର୍ଷା । ମଙ୍ଗଳବାର, ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷିବ । ଆଜିଠୁ ଉପକୂଳ ଏବଂ ଉତ୍ତର ଓଡ଼ିଶାର ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍‌ ଆଲର୍ଟ ଜାରି ହୋଇଛି । ଏହାବାଦ୍‌ ଆଉ ୮…

ଉଦ୍ଧାର ହେଲା ବିରଳ ପ୍ରଜାତିର ଚିତି ସାପ

ରାଜକନିକା : ଭିତରକନିକା ବନ୍ୟପ୍ରାଣୀ ବିଭାଗ ସନ୍ନିକଟ ରାଜକନିକା ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁରୁ ଏକ ବିରଳ ପ୍ରଜାତିର ଧଳା ଚିତି ସାପ ଛୁଆ ଉଦ୍ଧାର କରାଯାଇଛି । ସାପଟିର ଲମ୍ବ ପ୍ରାୟ ଦେଢ଼ଫୁଟ ହୋଇଥିବା ବେଳେ ଏହା ଚିତି ପ୍ରଜାତିର ବୋଲି ବନ ବିଭାଗ ସୂଚନା ଦେଇଛି । ସାପଟିକୁ ସ୍ନେକ୍‌…

ବୋଲ ମାନୁନାହାଁନ୍ତି ମାଫିଆ : ପୁଣି ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ

ମୋହନା : ଲାଗୁଛି ଯେମିତି ଗଞ୍ଜେଇ ଚାଷ ଏନ୍ତୁଡ଼ିଶାଳ ପାଲଟିଛି ଗଜପତି ଜ଼ିଲ୍ଲା । ଦିନକୁ ଦିନ ଜିଲ୍ଲାରେ ଗଞ୍ଜେଇ କାରବାର ବଢ଼ି ଚାଲିଛି।  କିଛି ଦିନ ତଳେ ଆର.ଉଦୟଗିରି ପୋଲିସ କାନକଟା ନାକାଗେଟ ଠାରୁ ୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।  ସେଥି ମଧ୍ୟରୁ…

ବାରଣ୍ଡାରେ ନବଜାତ ଶିଶୁ ପୁତ୍ରକୁ ଛାଡି ଚାଲିଗଲେ ମହିଳା

ମୋହନା : ଗଜପତି ଜିଲ୍ଲା ଆର,ଉଦୟଗିରି ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ପ୍ରିୟତମ ଭୁୟାଁ ନାମକ ଜଣେ ଯୁବତୀଙ୍କ ବାରଣ୍ଡାରୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଅପରାହ୍ନରେ ଜଣେ ମହିଳା କୁଶପଲ୍ଲୀ ସ୍ଥିତ ପ୍ରିୟତମଙ୍କ ଘରକୁ ଯାଇ ପିଇବାକୁ ପାଣି ମାଗିଥିଲେ ।…