୧୨ ଫୁଟ ଲମ୍ବର ଅହିରାଜ ଉଦ୍ଧାର
ନୀଳଗିରି : ନୀଳଗିରି ବ୍ଲକ ଅଧିନ ତେଲିପାଳ ପଂଚାୟତ ଅନ୍ତାଡାହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରୁ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି। ଅନ୍ତାଡାହି ଗ୍ରାମର ସନ୍ତୋଷ ହେମ୍ରମଙ୍କ ଘର ଭିତରେ ଛପର ତଳେ ଏକ ଅହିରାଜ ସାପ ଗର୍ଜନ କରୁଥିବା ଶୁଣି ପରିବାର ଲୋକେ ଘରୁ ବାହାରକୁ ପଳାଇ…
