Odia News Portal

ଧର୍ମଶାଳା ଜମିକୁ ଘରୋଇ ଲଜ ମାଲିକଙ୍କୁ ବିକ୍ରି ଖବର ମିଛ

ଭୁବନେଶ୍ୱର() ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିଛନ୍ତି । ପୁରୀ ସହର ବଳଗଣ୍ଡି ଗାଁରେ ବଗଲା ଧର୍ମଶାଳା ରହିଛି । ଏହାର ଖାତା ନମ୍ବର ହେଉଛି ୨୪୨ ଓ ୧୫୦ । ଏହାର ମୋଟ୍ ୨.୭୩୮ ଏକର ଜମି ରହିଛି । ଏହି ଜମି ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ…

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ୱର () ଭବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିଶନରଙ୍କ ପ୍ରେସ୍‌ମିଟ୍‌ । ଏହି ପ୍ରେସ୍‌ମିଟ୍‌ରେ କରୋନା ବିଷୟରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତ, ଭୁବନେଶ୍ୱରରେ କରୋନା ନେଇ ସ୍ଥିତି ଅନ୍ୟ ସହର ତୁଳନାରେ ଭଲ ଅଛି । ପ୍ରତିଦିନ…

ନବରଙ୍ଗପୁର ୩ ଦିନ ସଟ୍‌ଡାଉନ୍‌

ନବରଙ୍ଗପୁର :  ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଦିନକରେ ୪୩ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ନବରଙ୍ଗପୁର ଜିଲ୍ଲା ୩ ଦିନ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।…

ଏହି ଦେଶ ତିଆରି କଲା ୨ଟି ନୂଆ ମିସାଇଲ

ତେହରାନ : ଇରାନ ଦୁଇଟି ନୂଆ ମିସାଇଲ ନିର୍ମାଣ କରିଛି । ତା’ ଭିତରୁ ଗୋଟିଏ ବାଲିଷ୍ଟିକ୍‌ ମିସାଇଲର ନାମ ରଖାଯାଇଛି ସହିଦ କାସିମ ସୁଲେମାନି । ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୪୦୦ କିମି। ଇରାନ ଦ୍ୱାରା ନିର୍ମିତ ଦ୍ୱିତୀୟ ମିସାଇଲଟି ହେଉଛି ଏକ କ୍ରୁଜ୍‌ ମିସାଇଲ । ଏହାର ନାମ…

ଜଣେ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ :  ନୂଆଦିଲ୍ଲୀ ସ୍ଥିତ ଢ଼ୋଲାକୁଆ ରିଙ୍ଗ ରୋଡ଼ ନିକଟ ଅଂଚଳରେ ପୋଲିସର ଏକ ସ୍ପେଶାଲ ଦଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ ଧରଣର ଗୁଳିବିନିମୟ ହୋଇଛି । ଦିଲ୍ଲୀ ପୋଲିସ କମିଶିନର ପ୍ରମୋଦ ସିଂହ କୁଶବାହଙ୍କ କହିବା ଅନୁଯାୟୀ ଏହି ଏନ୍କାଉଣ୍ଟର ସମୟରେ ଜଣେ ଆଇଏସଆଇଏସ ଆତଙ୍କବାଦୀ ଧରା…

ଆଗାମୀ ସମୟରେ ଷ୍ଟକ୍ ମାକେର୍ଟର ଦିଗ ବଦଳିବ

ନୂଆଦିଲ୍ଲୀ() ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ସତର୍କବାଣୀ ଶୁଣାଇଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏକ ଇଣ୍ଟରଭ୍ୟୁରେ ଶକ୍ତିକାନ୍ତ କହିଛନ୍ତି ଯେ, ଘରୋଇ ବଜାରର ପରିସ୍ଥିତି ସହ ଅର୍ଥବ୍ୟବସ୍ଥାର ପ୍ରକୃତ ସ୍ଥିତି ମେଳ ଖାଉନାହିଁ । ଏଭଳି ପରିସ୍ଥିତିରେ ଆଗାମୀ…

୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର() ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଥିଲା । ଏବେ ଦୁଇ ଦିନ ହେବ ପାଗ ଟିକେ ଶୁଖିଲା ଥିବା ବେଳେ ଆସନ୍ତା ୨୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

କରୋନା ପାଇଁ ଫିକା ପଡ଼ିଲା ସିଦ୍ଧ ବିନାୟକ ପୀଠ

ଗଞ୍ଜାମ : ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କର ପୂଜା କରାଯାଏ। ଓଡ଼ିଶାରେ ପିଲାମାନେ ଏହି ଦିନ “ଖଡ଼ିପୂଜା” କରି ବିଦ୍ୟା ଅନୁକୂଳ କରିଥାଆନ୍ତି। କିନ୍ତୁ ମହାମାରୀକରୋନା ପାଇଁ ଗଣପର୍ବ ଗଣେଶ ପୂଜା ଫିକା ପଡିଥିବାର ଦେଖିବାକୁ ମିଳିଛି । ବର୍ତମାନ…

ସେପ୍ଟେମ୍ବର ୧ରୁ ୬ ଜେଇଇ ମେନ

ନୂଆଦିଲ୍ଲୀ() ଦେଶ ଓ ରାଜ୍ୟରେ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସେହିପରି ସେପ୍ଟେମ୍ବର…

ଭଦ୍ରକ ସାଂସଦଙ୍କୁ କରୋନା

ଭଦ୍ରକ() ଭଦ୍ରକ ସାଂସଦ କରୋନା ସଂକ୍ରମିତ ଚିହ୍ନଟ । ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ ଚିହ୍ନଟa ହୋଇଛନ୍ତି । କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ତେବେ ତାଙ୍କ ସ୍ବାସ୍ଥ୍ୟ ଭଲ ଏବଂ ସ୍ଥିର ରହିଛି । ସେ…