ପୁଣି ସେଲ୍ଫି ନେଲା ଜୀବନ
ପଦ୍ମପୁର : ଏବେ ସେଲ୍ଫି ମାୟାରେ ସମସ୍ତେ ବାୟା । ଏହି ସମୟରେ ନିଜର ସୁରକ୍ଷା ପ୍ରତି ବି ଧ୍ୟାନ ଦେଉ ନାହାନ୍ତି । ଏପରି ସେଲ୍ଫି ନେବା ବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଡ ହୋଇ ଯାଇଛନ୍ତି ।
ପଦ୍ମପୁର ଉପାଖଣ୍ଡ ପାଇକମାଲ ଥାନା ନୃସିଂହନାଥ ଠାରେ ଥିବା ଝରଣା ଉପରୁ…
