Odia News Portal

ରାଜଧାନୀରେ ଦିନ ଦ୍ବିପ୍ରହରରେ ଛୁରା ମାଡ଼

ଭୁବନେଶ୍ଵର : ରାଜଧାନୀରେ ଦିନ ଦ୍ବିପ୍ରହରରେ ଛୁରା ମାଡ଼ । ତାହା ପୁଣି ବିଚ ରାସ୍ତାରେ । ନୟାପଲି ଇସ୍କନ ମନ୍ଦିର ପାଖରେ ଗାଡି ସାଇଡ଼ ନଦେବାରୁ ଘଟିଛି ଏଭଳି ବର୍ବର କାଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଇସ୍କନ ମନ୍ଦିର ପାଖରେ ଗାଡି ପାର୍କିଙ୍ଗକୁ ନେଇ ଏକ ବିଏମଡବ୍ଲୁ କାର ଭିତରୁ ୩ ଜଣ ଯୁବକ…

ମୃତ୍ୟୁର ମାସେ ପରେ ସୁଶାନ୍ତଙ୍କୁ ମନେ ପକାଇଲେ ଏହି ଅଭିନେତ୍ରୀ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ମାସେ ପୂରିଥିଲେ ମଧ୍ୟ ଏବେ ବି ଲୋକମାନେ ତାଙ୍କୁ ମନେ ପକାଉଛନ୍ତି। ଜୁନ୍‌ ୧୪ ତାରିଖ ଆଜିର ଦିନରେ ସୁଶାନ୍ତ ଦୁନିଆକୁ ଅଲ୍‌ବିଦା କହିଥିଲେ। ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ତଥାକଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଆଜି ଏକ ଇମୋସନାଲ ପୋଷ୍ଟ ସେୟାର…

ରାଜ୍ୟରେ ଆଜି ସର୍ବାଧିକ ୬୦୯ କରୋନା ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଜି ସର୍ବାଧିକ ୬୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ଗଞ୍ଜାମରୁ ସର୍ବାଧିକ ୨୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୩୫, ଖୋର୍ଦ୍ଧାରୁ ୩୭, କଟକରୁ ୩୨, ବାଲେଶ୍ଵରରୁ ୨୫,…

୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ୧୪ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆ ବର୍ଷା ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ।…

ଭୁବନେଶ୍ୱରରୁ ଆଉ ୫୧ କରୋନା ପଜିଟିଭ, ଜାଣନ୍ତୁ ତଥ୍ୟ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରୁ ୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୫୧ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୫ ଓ ସ୍ଥାନୀୟ ଅଞ୍ଚଳରୁ ୧୬ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ…

ଆଉ ଜଣେ ବିଧାୟକଙ୍କୁ କରୋନା

ଭୁବନେଶ୍ୱର() କରୋନାରେ ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । କରୋନାର କଲବଲ ରୂପକୁ ଦେଖି ରାଜ୍ୟ ସରକାର ମଧ୍ୟ ହଡ଼ବଡ଼ ହୋଇଗଲେଣି । ଏହାରି ଭିତରେ…

ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟର ୫ଟି ଫୋକସ୍‌…

ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ

ଭୁବନେଶ୍ୱର() ମଙ୍ଗଳବାର ରାଜ୍ୟ ସରକାର  ଆଇପିଏସ ସ୍ତରରେ  ଏକ ବଡ଼ଧରଣର ଅଦଳ ବଦଳ କରିଛନ୍ତି । ଏହି ପରିପ୍ରେକ୍ଷୀରେ  ଭୁବନେଶ୍ୱର ଓ କଟକ ପାଇଁ ନୂଆ ଡିସିପି ନିଯୁକ୍ତ କରାଯାଇଛି । ତଦନୁଯାୟୀ ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପିଭାବେ ନିଯୁକ୍ତ କରାଯାଇଥିବାବେଳେ  ପ୍ରତୀକ ସିଂହଙ୍କୁ କଟକ…

ଉପମୁଖ୍ୟମନ୍ତ୍ରୀ ପଦରୁ ପାଇଲଟ ବିଦା

ରାଜସ୍ଥାନ()   ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିବ ପାଇଲଟଙ୍କୁ ବିଦା କରାଯାଇଛି ।  ପାଇଲଟଙ୍କୁ ବିଦା କରାଯିବା ସମ୍ପର୍କରେ  ରଣଦେବ ସୂର୍ଯେୱାଲା ସୂଚନା ଦେଇଛନ୍ତି ।  ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ  ମଧ୍ୟ ପାଇଲଟଙ୍କୁ ବିଦା କରାଯାଇଛି ।  ପାଇଲଟଙ୍କ ସ୍ଥାନରେ ଗୋବିନ୍ଦ ସିଂ…

ସିଲ ହେଲା ୨ଟି ଘରୋଇ ହସ୍ପିଟାଲ

ଖୋର୍ଦ୍ଧା()  ଖୋର୍ଦ୍ଧା ପୌରାଞ୍ଚଳରେ ଥିବା ୨ଟି ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି ।  ପ୍ରଶାସନିକ ଅଧିକାରୀମାନେ  ଗୋଟିଏ ହସ୍ପିଟାଲକୁ ୫୦ ହଜାର ଟଙ୍କା ଜୋରିମାନା କରିବା ସହ ୭ ଦିନ ପାଇଁ  ସିଲ କରିଛନ୍ତି । ଅନ୍ୟ ଏକ କ୍ଲିନକକୁ ମଧ୍ୟ ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ ସିଲ…