୬ ବର୍ଷ ଧରି ଖୁଡ଼ିକୁ ବଳାତ୍କାର ଘଟଣା, ଜେଲ୍ ଗଲା ପୁତୁରା
ବଳଙ୍ଗା : ପୁତୁରା ଦ୍ୱାରା ଖୁଡ଼ି ୬ବର୍ଷ ଧରି ବଳାତ୍କାରର ଶିକାର ହେବା ମାମଲାରେ ଆଜି ବଳଙ୍ଗା ପୁଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଅଭିଯୁକ୍ତର ଜାମିନ ଆବେଦନ ନାମଂଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ତେବେ ଅଭିଯୋଗକାରୀ ଖୁଡ଼ି ତଦନ୍ତରେ…
