ମହିଳା ବକ୍ସର ସରିତା ଦେବୀଙ୍କୁ କରୋନା
ମୁମ୍ବାଇ : ଭାରତର ବହୁ ଚର୍ଚ୍ଚିତ ମହିଳା ବକ୍ସର ଏଲ୍ ସରିତା ଦେବୀ ଓ ସ୍ୱାମୀ ଚଙ୍ଗଥାମ ଥୋଇବା ସିଂହ କରୋନା ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଥଣ୍ଡା ଲାଗି ରହିବା ଫଳରେ ଉଭୟ କୋଭିଡ୍ ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ ବାହାରିବା ପରେ ଉଭୟଙ୍କ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି…
