Odia News Portal

ଭୁବନେଶ୍ବରରୁ ୪୫ ପଜିଟିଭ, ୧୦ ଲୋକାଲ କେସ

ଭୁବନେଶ୍ବର() ଆଜି ରାଜଧାନୀରୁ ୪୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୫ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୫ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି । ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦୨ ହୋଇଥିବା…

ଦଶମରେ ୯୯.୩୪ପ୍ରତିଶତ ପିଲା ପାସ

ନୂଆଦିଲ୍ଲୀ() ଦେଶରେ କରୋନା ଆତଙ୍କ ଖେଳାଇବାରେ ଲାଗିଛି । ଏନେଇ ସ୍କୁଲ ଓ କଲେଜ ଖୋଲିପାରୁ ନାହିଁ । କୌଣସି ପରୀକ୍ଷା ମଧ୍ୟ ହୋଇପାରୁନାହିଁ । କିନ୍ତୁ ଏହାରି ମଧ୍ୟରେ ସାରା ଦେଶରେ ଆଇସିଏସଇର ଦଶମ ଓ ଆଇଏସସିର ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାରା ଦେଶରେ ଦଶମରେ ୯୯.୩୪ପ୍ରତିଶତ ପିଲା…

ମୁଖ୍ୟସ୍ରୋତରେ ସାମିଲ ପାଇଁ ନକ୍ସଲଙ୍କୁ ଆହ୍ୱାନ ଦେଲେ ଡିଜିପି ଅଭୟ

ଭୁବନେଶ୍ୱର() ମୁଖ୍ୟସ୍ରୋତରେ ସାମିଲ ପାଇଁ ନକ୍ସଲଙ୍କୁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ଡିଜିପି ଅଭୟ । ଏନେଇ ଶୁକ୍ରବାର ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନକ୍ସଲ ପ୍ରବଣ ଜିଲ୍ଲା ତାଲିକାରୁ ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଭଳି ୫ ଜିଲ୍ଲାକୁ ବାଦ…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଅଣାଯିବ ୧ ଲକ୍ଷ ଆଣ୍ଟିଜେନ କିଟ

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ୧ ଲକ୍ଷ ଆଣ୍ଟିଜେନ କିଟ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ । ତାଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ…

କଟକରୁ ଆଉ ୧୬ ପଜିଟିଭ

ଭୁବନେଶ୍ୱର() କଟକ ମହାନଗର ଅଞ୍ଚଳରୁ ଆଜି ଆଉ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୩ ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୨ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି । ଏସସିବି ଆଇସୋଲେସନ ୱାର୍ଡରୁ ୩ଜଣ ଚିହ୍ନଟ ହୋଇଥିବାବେଳେ ସମ ଆଇସୋଲେସନରୁ ୨, କ୍ୟାନସର ହସ୍ପିଟାଲ ଲିଙ୍କରୁ…

ଦୁଇଦିନ ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର() ଏବେ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ କିମ୍ବା ଟ୍ରଫଲାଇନ୍‌ ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । କିନ୍ତୁ ଆସନ୍ତା ଦୁଇଦିନ ରାଜ୍ୟର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।…

ଏହି କାରଣରୁ କମିଲା ମଦ ଦର

ଭୁବନେଶ୍ବର() ମଦୁଆଙ୍କ ପାଇଁ ଖୁସି ଖବର । ଆଜିଠାରୁ ରାଜ୍ୟରେ ମଦ ଦର ୩୫% କମିଛି ।ସ୍ୱତନ୍ତ୍ର କୋଭିଡ ଫିକୁ ୫୦%ରୁ ୧୫%କୁ କମାଇଛି ଅବକାରୀ ବିଭାଗ । ଏଣିକି ସର୍ବାଧିକ ଖୁଚୁରା ଦର ଉପରେ ୧୫% କୋଭିଡ ଫି ନେବେ ରାଜ୍ୟ ସରକାର । ପଡୋଶୀ ରାଜ୍ୟଗୁଡିକରେ ମଦ ଦର କମ୍ ଥିବାରୁ ରାଜ୍ୟ ସରକାର ଏପରି…

ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ

ଉତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ବିକାଶ ଦୁବେ ନିହତ । ପୋଲିସ ଗୁଳିରେ ବିକାଶର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏନକାଉଁଟର ପରେ ବିକାଶକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଉତରପ୍ରଦେଶ…

ତିନି ଦିନ ବିଧାନସଭା ସଟଡାଉନ

ଭୁବନେଶ୍ୱର() ବିଧାନସଭାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବିଧାନସଭାରେ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ପ୍ରତି କରୋନା ବିପଦ ରହିଛି । ଏହାକୁ ଆଖି ଆଗରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ସଟଡାଉନ କରିଛନ୍ତି ।  ଆଜି…

ଆଜି ଆଉ ୪ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ଆଜି ୭୫୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୪ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ବୟସ ଯଥାକ୍ରମେ ୪୧,୫୮,୪୮ ଓ ୩୨ । ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…