Odia News Portal

ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର() ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫ କରୋନା ଟେଷ୍ଟ ହୋଇଛି ।ଏଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।…

MSME ସେକ୍ଟରକୁ ପ୍ରାଧାନ୍ୟ

ଭୁବନେଶ୍ୱର()   ଜୀବିକା ପାଇଁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏମଏସଏମଇ ସେକ୍ଟର ଓ ଶିଳ୍ପ ।   ତେଣୁ ଏମଏସଏମଇ ସେକ୍ଟରକୁ ଶକ୍ତିଶାଳୀ କରିବାକୁ ନିଷ୍ପତ୍ତି ହୋଇଛି । କୋଭିଡ ପରିସ୍ଥିତିରେ ଜୀବନ ଜୀବିକାକୁ ନେଇ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି । ସେ କହିଛନ୍ତି ଯେ, ଜୀବନକୁ…

ଦିନକରେ ସର୍ବାଧିକ ୫୨ ହଜାର କରୋନା ଟେଷ୍ଟ

ଭୁବନେଶ୍ବର() ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ବଢିବାରେ ଲାଗିଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫  କରୋନା ଟେଷ୍ଟ ହୋଇଛି । ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଏହି ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ଆରଟିପିସିଆରରେ ୧୦,୨୪୦, ଆଣ୍ଟିଜେନ…

୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର () ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୯ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏପଟେ ଏବେ ବି ସକ୍ରିୟ ରହିଛି ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।…

ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର ()  ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ତାଲିକାରେ ଓଡ଼ିଶାର ଦୁଇ  ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ  ଜୟପୁର ବିଧାୟକ ତାରା ବାହିନୀପତି । ବିଧାୟକମାନଙ୍କ କାର୍ଯ୍ୟଦକ୍ଷତା, ଲୋକ ସମ୍ପର୍କ, ବିଧାନସଭାରେ ବିତର୍କ ଆଦି ଅନେକ ମାନଦଣ୍ଡକୁ ଭିତ୍ତି କରି ଏହି…

ଖୋଲିଲା ମାତା ବୈଷ୍ଣୋଦେବୀଙ୍କ ଦରବାର

ଶ୍ରୀନଗର : ଆଜିଠୁ ଚାଲିବ ପୁଣି ମାତାଙ୍କ ଦରବାର । ଆଜିଠାରୁ ଭକ୍ତମାନଙ୍କ ପାଇଁ ମାତା ବୈଷ୍ଣୋଦେବୀ ମନ୍ଦିର ଖୋଲିବ । ଏଥିପାଇଁ  ଉପଯୁକ୍ତ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି । ମାଆଙ୍କ ଦର୍ଶନ ପାଇଁ କେବଳ ୨୦୦୦ ଲୋକଙ୍କୁ  ଅନୁମତି ଦିଆଯାଇଛି ।  ଯେଉଁଥିରୁ କେନ୍ଦ୍ରଶାସିତ ଜାମୁ କାଶ୍ମୀର…

ଆଜି ଆଉ ୧୦ ମୁଣ୍ଡ ନେଲା କରୋନା, ଭୁବନେଶ୍ବରରୁ ୨

ଭୁବନେଶ୍ୱର() ଆଜି ରାଜ୍ୟରେ ୨୯୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ବରରୁ…

ରାଜ୍ୟରେ ଆଜି ସର୍ବାଧିକ ୨୯୨୪ ପଜିଟିଭ୍, ୧୧୦୯ ଲୋକାଲ କେସ, ଖୋର୍ଦ୍ଧାରୁ ୪୮୮

ଭୁବନେଶ୍ୱର() ରାଜ୍ୟରେ ଆଜି ସର୍ବାଧିକ ୨୯୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୧୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ୦୫୦ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ…

ମିରଟ ଛାତ୍ରଙ୍କ କମାଲ : ୨୦ଟଙ୍କାରେ ୧୦୦କିଲୋମିଟର ଚାଲିବ ଏହି ବାଇକ

ମିରଟ ଛାତ୍ରଙ୍କ କମାଲ । ତିଆରି କରିଛନ୍ତି ଏଭଳି ଏକ ବାଇକ ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଡିଜାଇନ ଯେମିତି, କମ୍ଫର୍ଟ ବି ଠିକ ସେମିତି। ମିରଟ ର ଛାତ୍ର ବକାର ଆହମ୍ମଦ ବିନା ପେଟ୍ରୋଲ ରେ ଚାଲିବା ଭଳି ଏକ ବାଇକ ତିଆରି କରିଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବାଇକ…

ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପରେ ସରକାରୀ ଶିକ୍ଷକଙ୍କ ମୁଣ୍ଡରେ ଚଡକ

ଭୁବନେଶ୍ୱର : ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଏବେ ସରକାରୀ ଯୁକ୍ତ ଦୁଇ କଲେଜ ଅଧ୍ୟାପକଙ୍କ ମୁଣ୍ଡରେ ଚଡକ ପକାଇଛି । ଘରୋଇ କଲେଜ ଗୁଡିକ ଭଲ ଫଳାଫଳ କରିଥିବାବେଳେ ମୋଟା ଅଙ୍କର ଦରମା ପାଉଥିବା ସରକାରୀ ଶିକ୍ଷକମାନେ କ’ଣ କରୁଛନ୍ତି ବୋଲି ପ୍ରଶ୍ନ ଉଠିଲାଣି । ଏମାନଙ୍କ କାର୍ଯ୍ୟର ସମୀକ୍ଷା…