Odia News Portal

କରୋନା ପାଇଁ ଆବେଦନ ଫି’ କମାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର()  ଆସନ୍ତା ୨୧ ତାରିଖରୁ +୨ ଆଡମିଶନ ପାଇଁ ଆବେଦନ କରିହେବ । ଚଳିତ ବର୍ଷ +୨ ଆଡମିଶନ ନେଇ ବିଭାଗୀୟ ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।   ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ଆବେଦନ କରିହେବ । ଅନ୍ୟପକ୍ଷରେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ରାଜ୍ୟରେ ଦୈନିକ ହେବ ୧ଲକ୍ଷ ନମୁନା ପରୀକ୍ଷା

ଭୁବନେଶ୍ବର() ରାଜ୍ୟରେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ଦୈନିକ ୧ଲକ୍ଷ ନମୁନା ପରୀକ୍ଷା ହେବ । ଆଣ୍ଟିଜେନ ଟେଷ୍ଟ ଆହୁରି ବଢ଼ିବ । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ ଟେଷ୍ଟ ହେବ । ଶୀଘ୍ର ଆକ୍ରାନ୍ତଙ୍କୁ…

କରୋନା ମହାମାରୀକୁ ରୋକିବା ପାଇଁ ପ୍ରଶାସନର ଅଭିନବ ପ୍ରୟାସ

ମୟୂରଭଞ୍ଜ: କରୋନା ମହାମାରୀକୁ ରୋକିବା ପାଇଁ ଚାଲିଛି ଯୋରଦାର ପ୍ରୟାସ । ଏହାକୁ ନଜର ରଖିରେ ବିଭିନ୍ନ ସ୍ତରରେ ଚାଲିଛି ଲୋକଙ୍କୁ ସଚେତନା କରିବାର ନୂଆ ନୂଆ ଯୋଜନା। ଏହାରି ଭିତରେ ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା…

ଅସମୟରେ ହାତ ଧରିଲେ ଉତ୍ତର ବିଧାୟକ

ଭୁବନେଶ୍ବର : ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ-୨ ଶିଖର ଚଣ୍ଡୀ ନଗରରେ ଗତକାଲି ରାତିରେ ଜଣଙ୍କ ଘରେ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯାଇ ବହୁତ ଧନ ସମ୍ପତ୍ତି ପୋଡି ଯାଇଥିଲା । ଖବର ପାଇ ଉତ୍ତରର ବିଧାୟକ ସୁଶାନ୍ତ କୁମାର ରାଉତ ଓ ସମାଜସେଵୀ ମିହିର କୁମାର ରାଉତ ସେହି ବ୍ୟକ୍ତିଙ୍କ…

+୨ ବିଜ୍ଞାନ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର()  ବୁଧବାର +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ।  ଚଳିତ ବର୍ଷ ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ।  ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ  ସମୀର ରଞ୍ଜନ ଦାସ ଦେଇଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ମୋଟ ୯୭,୩୭୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।  ସେଥିମଧ୍ୟରୁ…

ଆଜି ବାହାରିବ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ

ସମ୍ବଲପୁର : ଆଜି ଆସିବ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଶୁଭଲଗ୍ନ। ସମ୍ବଲପୁରର ଝାଡୁଆପଡା ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଆୟୋଜିତ ହେଉଥିବା ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହେବ । ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ…

ଆଉ ୯ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୦୫କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଜି ୧୮୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ଜଣଙ୍କ ଜୀବନ ନେଇଛି କରୋନା । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪, ରାୟଗଡ଼ାରୁ ୨, ଅନୁଗୁଳ, ବାଲେଶ୍ୱର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା…

ଆଜି ଆଉ ୧୮୭୬ କରୋନା ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୮୭୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୬୭୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଫୁସ୍‌ଫୁସ୍‌ କ୍ଯାନସରରେ ଆକ୍ରାନ୍ତ ସଞ୍ଜୟ ଦତ୍ତ

ମୁମ୍ବାଇ()ଅଭିନେତା ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ଯାନସର । ସେ ବର୍ତ୍ତମାନ ଫୁସ୍‌ଫୁସ୍‌ କର୍କଟ ରେ ଆକ୍ରାନ୍ତ ଥିବା ଜଣାପଡିଛି । ଯାହା ସୁଚନା ମିଳିଛି ତାଙ୍କର ଷ୍ଟେଜ୍‌-୩ ଫୁସ୍‌ଫୁସ୍‌ କ୍ୟାନ୍‌ସର ସଂପର୍କରେ ଜଣା ପଡ଼ିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ଖୁବ୍ ଶୀଘ୍ର ଆମେରିକା…

ରାଜଧାନୀ ଖାଉଟିଙ୍କୁ ଟା ଟା କରୁଛି ଟାଟା ବିଜୁଳି

ଭୁବନେଶ୍ୱର : ସରକାରୀ ବିଦ୍ୟୁତ୍‍ ଯୋଗାଣ ସଂସ୍ଥା ସେସୁକୁ ରାଜ୍ୟ ସରକାର ଟାଟା ହାତରେ ଟେକିଦେବା ପରେ ଗ୍ରାହକଙ୍କ ହଟହଟା କମିବା ବଦଳରେ ବଢିବାରେ ଲାଗିଛନ୍ତି । ଗ୍ରାହକମାନେ କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ କୌଣସି ଗ୍ରାମାଞ୍ଚଳକୁ ଯିବାକୁ ପଡିବନାହିଁ, ରାଜଧାନୀର ବିଜୁଳି…