Odia News Portal

ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି

ମାଲକାନଗିରି : ଆଜିଠୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପାଣିପାଗ ବିଜ୍ଞାନ କେନ୍ଦ୍ର୍ରର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିନ୍ତୁ ଏହାରି ଭିତରେ ମାଲକାନଗିରି ଜିଲ୍ଲାରେ ବନ୍ୟା…

ମୁଙ୍ଗାପଡାରେ ବିରଳ ଧଳା କାଉ ଉଦ୍ଧାର

ଝାରସୁଗୁଡା: ଝାରସୁଗୁଡା ସହରର ମୁଙ୍ଗାପଡାରେ ବିରଳ ଧଳା କାଉ । ସ୍ଥାନୀୟ ଅଞ୍ଚଳର ଦିପ୍ତେଶ ସୋନିଙ୍କ ଘର ଆଗରେ ଏକ ଲୁହା ଗେଟ୍‌ରେ କାଉଟି ବସିଥିବାର ଦେଖିବାକୁ ମିଳିଥିଲା । ପରେ ଦିପ୍ତେଶ କାଉଟିକୁ ଦେଖି ଘରକୁ ଆଣିଥିଲେ । କାଉଟିର ଯତ୍ନ ନେବା ସହ ବନବଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଧନ ଭାବରେ ଚନ୍ଦ୍ର ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ଚେଷ୍ଟା କରୁଥିବା କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ,…

କୋଭିଡ଼ ମୋବାଇଲ ଆପର ଶୁଭାରମ୍ଭ

ଭୁବନେଶ୍ବର() ରାଜ୍ୟରେ କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୬-୪୦ ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କ ସଖ୍ୟା ପ୍ରାୟ ୬୦ ପ୍ରତିଶତ ଅଟେ ।ଏହାକୁ ଦୃଷ୍ଟିରେ ରଖି, ଆର୍ନ୍ତଜାତିକ ଯୁବ ଦିବସ (୧୨ ଅଗଷ୍ଟ) ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡିଶା ସରକାର ଏକ…

କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ୍‌ ( ଆଇଏନ୍‌ସି)ର ପ୍ରବକ୍ତା  ରାଜୀବ ତ୍ୟାଗୀଙ୍କ ମୃତ୍ୟୁ ହୋଇଛି ।  କୁହାଯାଉଛି କି  ବୁଧବାର ସନ୍ଧ୍ୟାରେ  ଏକ ଟିଭି ଶୋ’ ବେଳେ  ତାଙ୍କୁ ହାର୍ଟ ଆଟାକ୍‌ ହୋଇଥିଲା  । କିଛି ସମୟ ପରେ ତାଙ୍କର ପ୍ରାଣ ବାୟୁ ଚାଲିଯାଇଥିଲା । କଂଗ୍ରସର ସଚିବ…

ଟ୍ୱିନ ସିଟିରେ ଚିନ୍ତା ବଢ଼ାଉଛି ଲୋକାଲ କେଶ, ଆଜି ଭୁବନେଶ୍ୱରରୁ ୮୩, କଟକରୁ ୨୧

ଭୁବନେଶ୍ୱର : ରାଜଧାନୀରେ ଦିନ କୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ କରୋନା ଭାଇରସ । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୮୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦୪ ଜଣ ପୂର୍ବରୁ କ୍ଵାରିଣ୍ଟିଂନ ସେଣ୍ଟରରେ ଥିବା ବେଳେ ୮୩ଜଣ ସ୍ଥାନୀୟ ବାସିନ୍ଦା ଥିବା…

ଆଜି ପୁଣି ସୁସ୍ଥ ତାଲିକାରେ ଯୋଡି ହେଲେ ୧୬୭୩ କରୋନା ଆକ୍ରାନ୍ତ

ଭୁବନେଶ୍ଵର :  ଆଜି ଆଉ ୧୬୭୩ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ ।  ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୮୯, ଖୋର୍ଦ୍ଧାର ୧୭୭, ସୁନ୍ଦରଗଡର ୧୬୩,କଟକର ୧୨୬, କୋରାପୁଟର ୧୨୦, ପୁରୀର ୧୦୦, ସମ୍ବଲପୁରର ୬୧,ବରଗଡର ୫୦, କେନ୍ଦୁଝରର ୪୭,…

ଏ ତରଫା ପ୍ରେମ କରି ଛାତ୍ରୀଙ୍କୁ ହଇରାଣ ଘଟଣା : ଥାନାରେ ଛାତ୍ରୀ

ସାଲେପୁର : ଏକ ତାରଫା ପ୍ରେମ କରିବା ସହ ଯୁବତୀଙ୍କୁ ହଇରାଣ କରିବା ଘଟଣା, ଥାନାରେ ଅଭିଯୋଗ କଲେ ବିଏସ୍‌ସି ପାସ କରିଥିବା ଛାତ୍ରୀ । ଛାତ୍ରୀ ଜଣଙ୍କ ହେଲେ କଟକ ଜିଲ୍ଲା ସାଲେପୁର ଥାନା ଜିଗ୍ନିପୁର ଛୁଆଳିଆ ଗ୍ରାମର । ଏକ ତରଫା ପ୍ରେମ କରୁଥିବା ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଅଚ୍ୟୁତାନନ୍ଦ…

ସ୍ୱାଧୀନତା ଦିବସ ପାଇଁ ସଟଡାଉନ୍ କଟକଣା କୋହଳ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟଡାଉନ୍ କଟକଣା କୋହଳ । ୪ ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ୟ କଟକଣା କୋହଳ କରାଯାଇଛି । ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ କଟକଣାକୁ କୋହଳ କରାଯିବ । ଦିନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ ପାଇଁ ନିଷ୍ପତ୍ତି…

କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ

ଭୁବନେଶ୍ଵର : କରୋନାର ଭୟାବହତା ଯୋଗୁ ଆଜି ସମାଜରେ ଅନେକ ଅମାନବୀୟ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ଭୁବନେଶ୍ଵରର ସତ୍ୟନଗର ଶ୍ମଶାନ ଠାରେ କରୋନା ରୋଗୀଙ୍କ ଶବ ସତ୍କାର କରୁଥିବା ୨୦ଜଣ ବ୍ୟକ୍ତି ସମସ୍ତଙ୍କୁ ମାନବିକତାର ନୂତନ ରୂପ ଦେଖାଇଛନ୍ତି। ପ୍ରଥମ ଦିନରୁ ଅବହେଳିତ ଭାବେ କାମ…