Odia News Portal

କଟକରୁ ଆଉ ୫୩ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ ଲୋକାଲ କେସର ସମ୍ପୁର୍ଣ୍ଣ ତଥ୍ୟ

କଟକ() କଟକରୁ ଆଉ ୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୪୩ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୦ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯ଜଣ କଣ୍ଟେନମେଣ୍ଟ ଜୋନର ଥିବା ବେଳେ ୬ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୮ଜଣ ହୋମ୍…

ସେପ୍ଟେମ୍ବର ୧୪ରୁ ସପ୍ଲିମେଂଟାରୀ

ଭୁବନେଶ୍ୱର() ମାଟ୍ରିକ ପରୀକ୍ଷା ଫଳ ବାହାରି ସାରିଛି । ପରୀକ୍ଷାରେ କୃତକାର୍ୟ୍ୟ ହୋଇନଥିବା ପିଲାମାନଙ୍କ ପାଇଁ ସପ୍ଲିମେଂଟାରୀ ପରୀକ୍ଷା କରାଯିବ । ଆସନ୍ତା ସେପ୍ଟେମ୍ବର ୧୪ରୁ ସପ୍ଲିମେଂଟାରୀ ପରୀକ୍ଷା ହେବବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।…

୧୨ରେ +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର() କରୋନା ଭାଇରସ୍ ଯୋଗୁଁ ପାଠପଢା ସହ ଖାତାଦେଖାରେ ଅଧିକ ପ୍ରଭାବ ପଡୁଛି । କିନ୍ତୁ ଏହାି ମଧ୍ୟରେ ଖାତାଦେଖା ଜାରି ରହିଛି । ଅଗଷ୍ଟ ୧୨ ତାରିଖରେ +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନ ୧୨ଟା ୩୦ରେ +୨ ବିଜ୍ଞାନ ପରୀକ୍ଷା ରେଜଲ୍ଟ ବାହାରିବ । ଏହା ସହ ଅଗଷ୍ଟ ତୃତୀୟ…

ବିପଦ ମୁକ୍ତ ହେଲା ୱାର୍ଡ ନଂ- ୩୯ରେ ଥିବା ସମସ୍ତ ବିଦ୍ୟୁତ୍ ଟ୍ରାନ୍ସଫରମର

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ ନଂ - ୩୯ ଅଧିନରେ ଥିବା ନୂଆସାହି, ବାଲିତୋଟା ସାହି ଓ ଶାସ୍ତ୍ରୀ ନଗରରେ ପ୍ରାୟ ୧୨ରୁ ୧୫ଟି ବିଦ୍ୟୁତ୍ ଟ୍ରାନସଫରମର ଚାରିପାଖେ ପାଚେରୀ କିମ୍ବା ଗେଟ ଲାଗିନଥିଲା । ତାଭିତରେ ଏତେ ମାତ୍ରାରେ ଗଛ ଓ ଘାସ ହେଉଥିଲା ଯାହା ଫଳରେ ଗାଈଗୋରୁମାନେ ଘାସ ଖାଇବା ଆସାରେ…

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ” ରକ୍ତଦାନ ଶିବିର

ଭୁବନେଶ୍ଵର : ଆଜି "ଓଡିଶା ମୋ ପରିବାର-ଜୀବନ ବିନ୍ଦୁ" ତରଫରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁର ଆବାହକ ଅରୂପ…

ପୁଣି ୧ ନମ୍ବର ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର() ‘ଅମୃତ’ ଯୋଜନା କାର୍ୟ୍ୟକାରିତାରେ ଓଡ଼ିଶା ପୁଣି ଥରେ ୧ ନମ୍ବର ସ୍ଥାନରେ ରହିଛି । ଯୋଜନା କ୍ରିୟାନ୍ୱୟନରେ ଓଡ଼ିଶା ଅନ୍ୟ ରାଜ୍ୟକୁ ପଛରେ ପକାଇଛି ।ଓଡ଼ିଶାର ସଫଳତା ଉପରେ ଖୋଦ କେନ୍ଦ୍ର ମୋହର ମାରିଛି । ୨୦୧୯ରୁ ଏହି ଯୋଜନାରେ ଓଡ଼ିଶା କ୍ରମାଗତ ଭାବେ ପ୍ରଥମ ସ୍ଥାନରେ…

ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ଆଣ୍ଡାମାନ ଓ ନିକୋବରବାସୀ

ନୂଆଦିଲ୍ଲୀ() ଆଣ୍ଡାମାନ ଓ ନିକୋବରବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ଆଉ ରହିବନି ଇଣ୍ଟରନେଟ୍‌ ସମସ୍ୟା । ଏବେ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ଆଣ୍ଡାମାନ ଓ ନିକୋବରବାସୀ । ଆଜି ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍‌ଟିକାଲ ଫାଇବର୍‌ କେବୁଲ- ଙୠଉର ଉଦ୍‌ଘାଟନ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

ନୂଆଦିଲ୍ଲୀ() ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଆଜି ଦ୍ୱିପହରରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଣବ ମୁଖାର୍ଜୀ । ଏହା ସହ ଗତ ୭ଦିନ ମଧ୍ୟରେ ଭେଟିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ବ୍ୟତିତ…

ମନ୍ଦିର ନିଷ୍ପତ୍ତି ସରକାର ନେବେ

କଟକ() କରୋନା ପାଇଁ ଦୀର୍ଘ ଦିନ ହେଲା ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବାରୁ ସେଗୁଡ଼ିକ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଆସୁଥିବା ପୂଜକ ଓ ସେବାୟତମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା ।…

୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର() ଆସନ୍ତା ୧୪ ତାରିଖ ଯାଏଁ ରାଜ୍ୟରେ ବର୍ଷା ପ୍ରକୋପ ଅଧିକ ରହିବ । ଉପକୂଳ ତୁଳନାରେ ବେଶି ବର୍ଷା ହେବ ଆଭ୍ୟନ୍ତରୀଣ ଓଡ଼ିଶାରେ । ଆଜିଠୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳତର ଓ ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ…