Odia News Portal

ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍

ଭୁବନେଶ୍ୱର() ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଏନେଇ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ । କୌଣସି ପରେଡ କିମ୍ବା ମାର୍ଚପୋଷ୍ଟ ହେବ ନାହିଁ । ଅଳ୍ପସଂଖ୍ୟକ ପୋଲିସ କର୍ମଚାରୀ…

ଆଉ ୧୦ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ୩

ଭୁବନେଶ୍ୱର() ଆଜି ରାଜ୍ୟରେ ୧୩୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୯୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଗଞ୍ଜାମ…

ଆଜି ୧୩୪୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ୨୧୮

ଭୁବନେଶ୍ୱର() ଆଜି ରାଜ୍ୟରେ ରେକର୍ଡ ସଂଖ୍ୟାକ ୧୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୫୨୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮ ହଜାର ୭୯୬କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ…

ଆଦୌ ଓଡ଼ିଆ ଜାଣିନଥିବା ଅଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମରେ ସାମିଲ

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବାପାଇଁ ଦେଶରେ ସର୍ବାଧିକ ଦର୍ଶକ ଦେଖୁଥିବା ଦୂରଦର୍ଶରେ ପ୍ରସାରିତ ଏକ କାର୍ଯ୍ୟକ୍ରମକୁ ନେଇ ଏବେ ଆଲୋଚନା । ଓଡିଶାବାସୀଙ୍କୁ କୋଭିଡ କାଳରେ ସଚେତନ ପାଇଁ ହେଉଥିବା ଆଲୋଚନା କାର୍ଯ୍ୟକ୍ରମରେ ଆଦୌ ଓଡିଆ ଜାଣିନଥିବା…

ରାଜସ୍ଥାନ ରାଜନୀତି : ପାଇଲଟ ଦଳକୁ ଫେରିବେ

ଆସନ୍ତା ୧୪ ରୁ ଆରମ୍ଭ ହେବାକୁ ଯାଉଛି ରାଜସ୍ଥାନ ବିଧାନସଭା ଅଧିବେଶନ । ଅଧିବେଶନ ପୂର୍ବରୁ ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ ଆଜି ଦଳର ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସହ ସାକ୍ଷାତ କରି ଏକ ସମ୍ଭାବ୍ୟ ସଫଳତାର ସୂଚନା ଦେଇଛନ୍ତି। ପାଇଲଟ ଏବଂ ଗାନ୍ଧୀଙ୍କ…

୧୩ରେ ଆସିପାରେ ଆଉ ଏକ ଲଘୁଚାପ : ବର୍ଷା ସମ୍ଭାବନା କମ୍‌

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା କରାଯାଉଥିଲା। ସତର୍କ ସୂଚନା ବି ଜାରି କରାଯାଇଥିଲା । ମାତ୍ର ବଡ଼ ବର୍ଷା ହେଲାନି । ଅଳ୍ପ କିଛି ଜାଗାରେ ମଧ୍ୟମରୁ ପ୍ରବଳ ବର୍ଷା ହେଲା। ବିସ୍ତୃତ ଅଞ୍ଚଳରେ ବର୍ଷିଲାନି ଲଘୁଚାପ। ଖୁବ୍‌ ଅଳ୍ପ ସମୟ ଭିତରେ…

ଜବତ ହେଲା ୧ କୁଇଣ୍ଟାଲ ନୀଳ ଜହର, ୪ ଗିରଫ 

ମୋହନା : ଗଜପତି ଜ଼ିଲ୍ଲା ମୋହନା ଥାନା ପକ୍ଷରୁ ରାଇସିଂ ଛକରେ ଜାନବାହନ ଯାଞ୍ଚ ବେଳେ ଏକ ବୋଲେରୋ ପିକଅପ ନଂ JH-05-CR-1775ରୁ ୫ଟି ପ୍ଲାଷ୍ଟିକ ବସ୍ତା ରେ ଚାଲାଣ କରାଯାଉଥିବା ୧୦୪ କେଜି ଗଞ୍ଜେଇ ଜବତ କରାଯାଇଛି l ପୋଲିସ ର ଯାଞ୍ଚ ବେଳେ ସନ୍ଦେହ ଜଣକ ଭାବେ ଉକ୍ତ ଗାଡିକୁ ତନଖି କରାଯିବା…

ବାଣପୁର-ବାଲୁଗାଁ ଅଞ୍ଚଳରେ ମାତିଛନ୍ତି ଚୋରା ଦେଶୀ ମଦ ବେପାରୀ

ଟାଙ୍ଗୀ :  ଖୋର୍ଦ୍ଧା  ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ଚୋରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ୍ୟ  ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍‌ ଏବଂ ଅବକାରୀ ହାତରେ ଧରା ପଡୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । କୌଣସି…

ଆଜି ଜନ୍ମାଷ୍ଟମୀ ପଡ଼ୁଛି ବିଶେଷ ଯୋଗ, ପୂଜା କଲେ ମିଳିବ ଦୁଇ ଗୁଣ ଫଳ

ଆଜି  ଜନ୍ମାଷ୍ଟମୀ ପର୍ବ ପାଳନ ହେଉଛି । ଚଳିତ ବର୍ଷ ଅଷ୍ଟମୀ ତିଥି ଅଗଷ୍ଟ ୧୧ ଓ ୧୨ ଦୁଇ ଦିନ ଧରି ପାଳନ ହେବ । ଏଥିପାଇଁ କିଛି ଯାଗାରେ ମଙ୍ଗଳବାର ଓ କିଛି ଯାଗାରେ ବୁଧବାର ଜନ୍ମାଷ୍ଟମୀ ପର୍ବ ପାଳନ କରାଯିବ । ଦୀର୍ଘ ୨୭ ବର୍ଷ ପରେ ଚଳିତ ବର୍ଷ ଏକ ବିଶେଷ ଯୋଗ ପଡ଼ୁଥିବାରୁ ଏଥରର ଜନ୍ମାଷ୍ଟମୀ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି କୃତ୍ତିକା ନକ୍ଷତ୍ର ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ଗୃହ, ଭୂମି, ଗାଡିମୋଟର ପ୍ରଭୃତିକୁ କେନ୍ଦ୍ରକରି କଳହ ଦେଖାଦେଇପାରେ। ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜଣେ ହିତୈଷୀଙ୍କ ଚେଷ୍ଟାରୁ ପାରିବାରିିକ ସମସ୍ୟାର…