ବୁଧବାର ଠାରୁ ଭୁବନେଶ୍ୱରରୁ ପିପିଲିକୁ ଗଡ଼ିବ ମୋ ବସ୍
ଭୁବନେଶ୍ୱର : ଆଉ ଦୁଇ ଦିନ ପରେ ଅର୍ଥାତ ଜୁନ୍ ୨୩ରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ପିପିଲିକୁ ଗଡ଼ିବ ମୋ ବସ୍ । ଏହି ରୁଟ୍ର ବ୍ୟବଧାନ ୨୪.୮ କି.ମି. । ପୂର୍ବରୁ ପିପିଲିକୁ ସିଟି ବସ ଚଲାଇବା ନିମନ୍ତେ ସ୍ଥାନୀୟ ଲୋକମାନେ ଦାବି କରିଆସିଛନ୍ତି । ଏହି ଅନୁରୋଧକୁ ରକ୍ଷାକରିବାକୁ ଯାଇ ଓ…
