ମୋବାଇଲ ଚୋରି ଘଟଣାରେ ୪ ଆସାମୀ କୋର୍ଟ ଚାଲାଣ
ପୁରୀ: ଜଗନ୍ନାଥ ବଲ୍ଲବ ମଠ ପରିସର ମଧ୍ୟରେ ବାଲେଶ୍ଵରରୁ ପୁରୀ ଆସିଥିବା ପ୍ରମୋଦ ଜେନା ନାମକ ପର୍ଯ୍ୟଟକଙ୍କୁ ଆକ୍ରମଣ ଏବଂ ମୋବାଇଲ ଚୋରି ଘଟଣାରେ ଆଜି ଟାଉନ ଥାନା ପୋଲିସ ୪ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସ୍ପି…
