ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ
ନୂଆଦିଲ୍ଲୀ : ଭାରତ –ନେପାଳ ସୀମାରେ ପୁଣି ଥରେ ନେପାଳ ପଟରୁ ଫାୟାରିଂ ଆରମ୍ଭ ହୋଇଛି । ଏହି ଘଟଣାରେ ଜଣେ ଭାରତୀୟ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣା ବିହାରରେ ଟେଢ଼ାଗାଛର ଫତେହପୁର ସ୍ଥିତ ଭାରତ-ନେପାଳ ସୀମାରେ ହୋଇଛି । ଏଠାରେ…
