ଚତୁର୍ଥୀ ଭୋଜିରେ ୨ ଗୋଷ୍ଠୀ ମାରପିଟ୍
ଭଦ୍ରକ : ଚତୁର୍ଥୀ ଭୋଜିରେ ସମ୍ପର୍କୀୟ ଭାଇଙ୍କୁ ନିମନ୍ତ୍ରଣ କରିବାରୁ ଆକ୍ରମଣ ଅଭିଯୋଗ । ଧାରୁଆ ମାରଣାସ୍ତ୍ର ଆକ୍ରମଣରେ ୨ ଗୁରୁତର । ଭଦ୍ରକ ଜିଲ୍ଲା ଧାମନଗର ଥାନା ଭାଗବାନପୁର ସେଠୀ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଉକ୍ତ ଗ୍ରାମର ଜଳନ୍ଧର ସେଠୀଙ୍କ ପୁଅ ବାହାଘର ପରେ ଚତୁର୍ଥୀ…
