Odia News Portal

ଏଣିକି ପ୍ରତି ଘରେ ଲାଗିବ ସ୍ୱତନ୍ତ୍ର ନମ୍ବର

ଭୁବନେଶ୍ୱର: ଏଣିକି ପ୍ରତି ଘରେ ଲାଗିବ ସ୍ୱତନ୍ତ୍ର ନମ୍ବର । ଭୁବନେଶ୍ୱରରେ ଥିବା ସରକାରୀ ହେଉ କି ବେସରକାରୀ ଏବଂ ଦୋକାନ ବା ପ୍ରତିଷ୍ଠାନ ସବୁ କୋଠରୀ ପ୍ରବେଶ କବାଟରେ ସ୍ବତନ୍ତ୍ର ଡିଜିଟାଲ ଡୋର ନମ୍ୱରିଂ ରହିବ । ଏନେଇ ବିଏମସି ପକ୍ଷରୁ ଗତକାଲି ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।…

କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର

ଭୁବନେଶ୍ବର :  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହେବ । ତେଣୁ ଚଳିତ ବର୍ଷ ରଥଯାତ୍ରା ହୋଇପାରିବନି ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରାଯିବ ବୋଲି…

କଫି ସପ୍‌ରେ ବଦଳିଲା ଏହି ଅଭିନେତ୍ରୀଙ୍କ ଭାଗ୍ୟ

ମୁମ୍ବାଇ : ଏକାଧାରରେ ଜଣେ ବଲିଉଡ୍‌ ଅଭିନେତ୍ରୀ, ଟିଭି ଉପସ୍ଥାପିକା ଏବଂ ମଡେଲ୍‌ ଭାବେ ଲିସା ହେଡନ୍‌ ସୁପରିଚିତ । ‘ଆୟଶା’, ‘କ୍ୱିନ୍‌’, ‘ହାଉସଫୁଲ୍‌-୩’, ‘ଏ ଦିଲ୍‌ ହେ ମୁସ୍କିଲ’ ଭଳି ଫିଲ୍ମରେ ଦର୍ଶକମାନେ ତାଙ୍କର ଅଭିନୟ ପ୍ରତିଭାକୁ ଦେଖିସାରିଛନ୍ତି । ତେବେ ବଲିଉଡ୍‌ରେ କିଭଳି ତାଙ୍କର…

ଏହି ବିଜେପି ନେତାଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ନୂଆଦିଲ୍ଲୀ : ହରିଆଣାରୁ ଦୁଇ ଥର ସାଂସଦ ରହିସାରିଥିବା ବିଜେପି ନେତା ସୁରେନ୍ଦ୍ର ବରଓ୍ବାଲାଙ୍କ ପୁଅ ପ୍ରଶାନ୍ତଙ୍କ ବିରୋଧରେ ଦିଲ୍ଲୀ ଶକରପୁର ପୋଲିସ ଷ୍ଟେସନରେ ଦୁଷ୍କର୍ମ ଅଭିଯୋଗରେ ମାମଲା ରୁଜୁ ହୋଇଛି। ପ୍ରଶାନ୍ତଙ୍କ ବିରୋଧରେ ଜଣେ ମହିଳା ବିବାହ ଏବଂ ଚାକିରୀର ଲୋଭ ଦେଇ ତାଙ୍କ ସହିତ…

ଏବେ ଗାଁ ଗଳି-କନ୍ଦି ସବୁଠି ହୋଇପାରିବ କରୋନା ଟେଷ୍ଟ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ଲଗାତର ବଢିବା ମାମଲା ମଧ୍ୟରେ ଏବେ ଟେଷ୍ଟିଂକୁ ଗତି ଦେବା ପାଇଁ ଚେଷ୍ଟା କରାଯାଉଛି । ଗୁରୁବାର କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏକ ମୋବାଇଲ ଲ୍ୟାବକୁ ଲଞ୍ଚ୍ କରିଛନ୍ତି । ଏହା କରୋନା ଟେଷ୍ଟିଂରେ କାମରେ ଆସିବ । ଏହି ଲ୍ୟାବ୍ କୌଣସି ବି…

ମୋବାଇଲ କିଣାରୁ ଲାଭ ପାଇଁ ଲାଳ ଗଡାଇଲେଣି ବ୍ୟବସାୟୀ

ଭୁବନେଶ୍ୱର : ରାଜ୍ୟ ସରକାର ୮୦ହଜାର ମୋବାଇଲ୍‍ ଫୋନ୍‍ କିଣିବାକୁ ଯାଉଥିବାରୁ ଏଥିରୁ ମୁନାଫା ପାଇବାକୁ ଏବେ ଅନେକଙ୍କ ପାଟିରୁ ଲାଳ ଗଡିଲାଣି । ପଶ୍ଚିମଓଡିଶାର ଗୁପ୍ତା ସାଙ୍ଗିଆ ଧାରି ଜନୈକ ବ୍ୟକ୍ତି ଏବେ କୌଣସି ପ୍ରକାରେ ସରକାରଙ୍କ ମୋବାଇଲ୍‍ କିଣାରୁ କିଛି ଫାଇଦା ଉଠାଇବାପାଇଁ ଲୋକସେବା…

ଦୁର୍ଘଟଣାରେ ବାଇକ ଆରୋହିଙ୍କ ମୃତ୍ୟୁ

ମୋହନା :  ଗଜପତି ଜ଼ିଲ୍ଲା ମାଣ୍ଡିମେରା ନିକଟରେ ବାଇକ ଦୁର୍ଘଟଣାରେ ବାଇକ ଆରୋହିଙ୍କ ମୃତ୍ୟୁ । ମୃତକ ବ୍ଯକ୍ତି ଜଣକ ହେଉଛନ୍ତି ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ନାବାଳକ ମୀଖାୟଲ ଟାଙ୍ଗରାଙ୍ଗ। ସୂଚନା ମୁତାବକ ମୀଖାୟଲ ବାଇକ ଯୋଗେ ନିଜ ଭିଣୋଇ ଘର ଅଡବା ଥାନା ଗେରେଙ୍ଗା ଗ୍ରାମରୁ ନିଜ ଗାଁକୁ…

ଗଙ୍ଗାରେ ବିସର୍ଜନ ହେଲା ସୁଶାନ୍ତଙ୍କ ଅସ୍ଥି

ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପରେ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଏବେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। କିଏ କହୁଛି ସେ ଡିପ୍ରେସନ୍‌ ଯୋଗୁ ମୃତ୍ୟୁବରଣ କରିଛନ୍ତି ତ ଆଉ କିଏ ଏଥିପାଇଁ ଫିଲ୍ମ ନିର୍ମାତାଙ୍କୁ ଦୋଷ ଦେଇଛନ୍ତି। ତେବେ ଏହି ବଲିଉଡ୍‌ ଷ୍ଟାରଙ୍କ…

ଜନ୍ମ ମାଟିରେ ପହଞ୍ଚିଲା ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର

ଭୁବନେଶ୍ୱର : ଗଲୱାନରେ ଚୀନ ସେନା ସହ ସଂଘର୍ଷରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର ଆଜି ବିମାନ ଯୋଗେ ଓଡିଶାରେ ଆସି ପହଞ୍ଚିଛି । ଭୁବନେଶ୍ୱର ବିମାନ ବନ୍ଦରରୁ ସହିଦଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମିକୁ ନିଆଯିବ । ଚିନ ସେନା ସଂଘର୍ଷରେ କନ୍ଧମାଳ ରାଇକିଆ ଅଞ୍ଚଳର  ଯବାନ…

କୋଭିଡ୍‌-୧୯ ପରିସ୍ଥିତିରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ବର() କୋଭିଡ-୧୯ ଯୋଗୁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇଗତି କରୁଥିବା ବେଳେ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି । ଏଥି ସହିତ ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କ ଆୟବୃଦ୍ଧି ଦିଗରେ…