Odia News Portal

କରୋନା ବନ୍ଦ କଲା ଆଉ ଏକ ମେଗା କ୍ରୀଡ଼ା ଇଭେଣ୍ଟ

ଦୁବାଇ : କରୋନା ବନ୍ଦ କଲା ଆଉ ଏକ ମେଗା କ୍ରୀଡ଼ା ଇଭେଣ୍ଟ । ସ୍ଥଗିତ ରହିଲା ଚଳିତ ବର୍ଷର ଟି-୨୦ ବିଶ୍ୱକପ୍ । ଆଗାମୀ ଅକଟୋବର ମାସରେ ଅଷ୍ଟ୍ରେଲିଆରେ ଏହି ପ୍ରତିଯୋଗିତା ହେବାର ଥିଲା । ତେବେ କୋଭିଡ୍‌-୧୯ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନଥିବା ଦୃଷ୍ଟିରୁ ଏହାକୁ ଆଇସିସି ସ୍ଥଗିତ ରଖିଛି ।…

ଯାତ୍ରୀବାହୀ ବସ୍‌କୁ ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ଵର : ଘରୋଇ ବସ ମାଲିକମାନଙ୍କ ପାଇଁ ଆଶ୍ବସ୍ତି  ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର । ଘରୋଇ ଟୁରିଷ୍ଟ, ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କରିଛି ପରିବହନ ବିଭାଗ। ପୂର୍ବରୁ ୩ ମାସ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ପୁଣି ୩ ମାସ ପାଇଁ ଟ୍ୟାକ୍ସ ଛାଡ଼…

ଆଜି ପୁଣି ସୁସ୍ଥ ହେଲେ ୪୫୭ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବଢ଼ିବାରେ ଲାଗିଛି । ଏହାସହ ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା । ଏହି ସମୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଆଜି(ସୋମବାର) ପୁଣି ୪୫୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଓଡ଼ିଶାରେ ବର୍ତ୍ତମାନ…

ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ଟାଙ୍ଗୀ : ବିବାହିତା ମହିଳାଙ୍କୁ ୨ ଜଣ ଯୁବକ ଦ୍ଵାରା ଗଣ ଦୁଷ୍କର୍ମ ଅଭିଯୋଗ । ସୂଚନା ମୁତାବକ ଗତ ୧୭ ତାରିଖରେ ମହିଳା ଜଣକ ନିଜ ବାଡି ପଟକୁ ଶୌଚ ପାଇଁ ଯାଇଥିବା ବେଳେ  ପୂର୍ବରୁ ବାଡ଼ିରେ ଲୁଚି ରହିଥିବା ସେହି ଗାଁର ୨ ଯୁବକ ମହିଳାଙ୍କ ହାତ ମୁହଁ ବାନ୍ଧି ମୋଟର ସାଇକେଲରେ ଉଠାଇ ନେଇଯାଇଥିଲେ…

କରୋନା ସଂକ୍ରମଣରେ ତିରୁପତି ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକଙ୍କ ମୃତ୍ୟୁ

କରୋନା ସଂକ୍ରମଣରେ ତିରୁପତି ବାଲାଜୀ ମନ୍ଦିରର ପୂର୍ବତନ ମୁଖ୍ୟ ପୂଜକଙ୍କ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୭୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। କୋଭିଡ ପଜିଟିଭ ଚିହ୍ନଟ ହେବାପରେ ମୁଖ୍ୟ ପୂଜକ ଶ୍ରୀନିବାସ ମୂର୍ତ୍ତି ଦୀକ୍ଷିତ, ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର…

ବଢିଲା ଟୋଲ୍ ଦର, ଆସନ୍ତୁ ଜାଣିବା କେଉଁ ଯାନ ପାଇଁ କେତେ ଦେବାକୁ ପଡିବ

ଭୁବନେଶ୍ଵର : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଜଇଶପାଟଣା ଠାରେ ଥିବା ଟୋଲ ପ୍ଲାଜାରେ ପୂର୍ବ ରାତିରୁ ଟୋଲ ଭଡ଼ା ବୃଦ୍ଧି କରାଯାଇଛି। ଏନେଇ ଟୋଲଗେଟ ଦେଇ ଯାଉଥିବା ଯାତ୍ରୀମାନେ ନୂତନ ଭଡ଼ା ଦେଇ ଯାତ୍ରା କରିବେ । ପ୍ରତି ବର୍ଷ ଏହି ଟୋଲ ଭଡ଼ା ବୃଦ୍ଧି କରାଯାଇଥାଏ ବୋଲି ଟୋଲ ପ୍ଲାଜା…

ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା…

ପୂର୍ବତନ ଭିଜିଲାନ୍ସ DSPଙ୍କୁ ୫ ଲକ୍ଷ ଜରିମାନା

ଭୁବନେଶ୍ଵର : ପୂର୍ବତନ ଭିଜିଲାନ୍ସ DSP ହିମାଂଶୁ ଶେଖର ମିଶ୍ରଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ନିର୍ଦେଶ ଦେଲେ ରାଜ୍ୟ ମାନବାଧିକାର ଆୟୋଗ । ମିଥ୍ୟା ଲାଞ୍ଚ କାରବାର ଅଭିଯୋଗରେ ଗିରଫ କରାଇଥିବା ଅଭିଯୋଗ ଥିଲା ତାଙ୍କ ନାମରେ  । ସୂଚନା ମୁତାବକ ୨୪ ମାର୍ଚ୍ଚ ୨୦୧୭ରେ ମିଥ୍ୟା ଲାଞ୍ଚ…

କାଳିଆ ଦେଇଥିଲା ଅଭୟ ବର, ସେବାୟତଙ୍କୁ ଛୁଇଁ ପାରିଲାନି କରୋନା

ପୁରୀ : କାଳିଆ ଦେଇଥିଲା ଅଭୟ ବର। ନାହିଁ ହଁ ଭିତରେ ହୋଇଥିବା ରଥଯାତ୍ରାରେ ସମସ୍ତଙ୍କ ଭୟ ଥିଲା କରୋନା ସଂକ୍ରମଣର । କିନ୍ତୁ ବଡଠାକୁର ଚମତ୍କାରିତା  ସହ ସବୁକିଛି ସୁରଖୁରରେ ସମାପନ କରାଇଥିଲେ। ଏହା  ପରେ କିନ୍ତୁ ସୁପ୍ରିମକେର୍ଟକୁ ସବୁ ସେବାୟତଙ୍କ ରିପୋର୍ଟ ନେଗେଟିଭ ରିପୋର୍ଟ ଦିଆଯିବାକୁ…

ଅନ୍ତିମ ସଂସ୍କାର ପାଇଁ ୭୫୦୦

ଭୁବନେଶ୍ୱର() ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରି ମଧ୍ୟରେ କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ୭୫୦୦ଟଙ୍କା ମିଳିବ । ଅନ୍ତିମସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ…