ପୂଜାରେ ବସିଲେ କାହିଁକି ପଚରାଯାଏ ଗୋତ୍ର,ଜାଣନ୍ତୁ
ଭୁବନେଶ୍ୱର() ଗୋତ୍ର ହେଉଛି ଏକ ଅଦ୍ଭୁତ ଜେନେଟିକ ସାଇନ୍ସ ଯାହାକୁ ଆମେ ଅନୁସରଣ କରୁଛେ । ତେବେ ଆସନ୍ତୁ ଜାଣିବା ଗୋତ୍ର ପ୍ରଥା ପଛରେ ଥିବା କିଛି ବିଜ୍ଞାନ ସମ୍ବନ୍ଧରେ ତଥ୍ୟ । ଗୋତ୍ର ଶବ୍ଦଟି ସଂସ୍କୃତର ଦୁଇଟି ଶବ୍ଦ ଗଉ ( ଗାଈ ) ଏବଂ ତ୍ରାହି ( ଗୁହାଳ ) ରୁ ଆସିଛି । ତେବେ ଗୋତ୍ରର ଅର୍ଥ…
