Odia News Portal

ଜୁଲାଇ ୩୧ ଯାଏଁ ହାଇକୋର୍ଟ ବନ୍ଦ

ଜୁଲାଇ ୩୧ ଯାଏଁ ହାଇକୋର୍ଟ ବନ୍ଦ। ଲକଡାଉନ ଜିଲ୍ଲା ଗୁଡିକରେ ମଧ୍ୟ ଜୁଲାଇ ୩୧ ଯାଏଁ କୋର୍ଟ ବନ୍ଦ ରହିବ । ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା,ଗଞ୍ଜାମ,କଟକ,ଯାଜପୁର। ଏହି ଜିଲ୍ଲା ଗୁଡିକରେ ଟ୍ରିବ୍ୟୁନାଲ ମଧ୍ୟ ବନ୍ଦ ରହିବ।  ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ବିଚାର ଥାଏ ତେବେ ତାହାକୁ…

ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

ବାଲେଶ୍ବର : ବାଲେଶ୍ଵର କୋଭିଡ ହସ୍ପିଟାଲରେ ଠିକା ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ସହ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ । ଫଳରେ ଆଜି ନର୍ସମାନେ ହସ୍ପିଟାଲରେ ଆଗରେ ଧାରଣା ଦେଇଥିବା ସାମ୍ନା କୁ ଆସିଛି । ବାଲେଶ୍ଵର ଜିଲ୍ଲା କୁରୁଡ଼ା ନିକଟରେ ଥିବା ଜ୍ୟୋତି କୋଭିଡ ହସ୍ପିଟାଲ ରେ ଏଭଳି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସାଧନ ସଙ୍ଗକୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିପାରନ୍ତି। ଅବଶ୍ୟ ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିବାକୁ ପଡିପାରେ। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଲାନ୍ତି ଓ ଅବସାଦ ଦେଖାଦେବାର ଆଶଙ୍କା ରହିଛି।…

କର୍କଟ ପୀଡ଼ିତ ଥାଇ ମଧ୍ୟ କରୋନାକୁ ଜିତିଲେ ସୁରେନ୍ଦ୍ର, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

କେନ୍ଦ୍ରାପଡ଼ା : କର୍କଟ ରୋଗରେ ପୀଡ଼ିତ ଥାଇ ମଧ୍ୟ କରୋନାକୁ ଜିତିପାରିଛନ୍ତି କେନ୍ଦ୍ରାପଡ଼ାର ସୁରେନ୍ଦ୍ର ପତି। କରୋନା ରୋଗ ପାଇଁ ସବୁଠାରୁ ବିପଜ୍ଜନକ ହୋଇଥିବା ବୟସ ବର୍ଗର ହୋଇ ମଧ୍ୟ ସେ ଏବେ ସୁସ୍ଥ ହୋଇପାରିଛନ୍ତି। ସୁରେନ୍ଦ୍ରଙ୍କ ବୟସ ଏବେ ୮୫ ବର୍ଷ ବୋଲି ଜଣାପଡ଼ିଛି। ସେହିଭଳି ତାଙ୍କ ୭୮…

ମହେଶ କର ଫାଉଣ୍ଡେସନ ତରଫରୁ ମାସ୍କ ଓ ସାବୁନ   ବଣ୍ଟନ

କେନ୍ଦ୍ରାପଡା() ସାରା ବିଶ୍ଵ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି କରୋନା । ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାରି ଭିତରେ ଶନିବାର ଦିନ କେନ୍ଦ୍ରାପଡାରେ ନୈ।ଜବାନ ୟୁନିୟନ ସଦସ୍ୟଙ୍କ ନେତୃତ୍ବରେ ମୀରପାଟନା ମନ୍ଦିର ନିକଟରେ ମହେଶ କର ଫାଉଣ୍ଡେସନ…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ଆଦିତ୍ୟଙ୍କ ଶାଶୂ ଓ ଶଳାଙ୍କୁ ଜେରା

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ରହସ୍ୟମୟ ହେବାରେ ଲାଗିଛି। ଏହି ବୁଢ଼ିଆଣୀ ଜାଲର ଖିଆ  ଖୋଜିବା ପାଇଁ ଜିଆର୍‌ପି ଗତକାଲି ଆଦିତ୍ୟଙ୍କ ବାପା, ମାଆ ଓ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ପଳାସପଲ୍ଲୀ ସ୍ଥିତ ଭଡ଼ା ଘରେ ଜେରା କରିଥିଲା। ଆଜି ଜିଆର୍‌ପି ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇ…

ରାଜ୍ୟପାଳଙ୍କୁ ଭେଟିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର : ରାଜସ୍ଥାନ ରାଜନୀତିକ ସଙ୍କଟ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ଶ୍ରୀ ଗେହଲଟ ତାଙ୍କ ସରକାରଙ୍କ ପାଖରେ ୧୦୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ତେବେ ଏସମ୍ପର୍କରେ ଗେହଲଟ କୌଣସି…

ଆଇପିଏଲ ଆୟୋଜନ ପାଇଁ ଏହି ଦୁଇଟି ସ୍ଥାନର ନାମ ପ୍ରସ୍ତାବ ଦେଲା ବିସିସିଆଇ

ନୂଆଦିଲ୍ଲୀ : ଚଳିତ ବର୍ଷ ଆଇପିଏଲ ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ସକରାତ୍ମକ ସଂକେତ ଦେଇଛି। ପୂର୍ବରୁ ବିସିସିଆଇ ଦେଶରେ କୋରୋନାର ମାତ୍ରା ବଢୁଥିବାରୁ ଅନ୍ୟଦେଶରେ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସଂକେତ ମିଳିବା ପରେ ଏହି ଦେଶ ଏବେ ଆଇପିଏଲ ଆୟୋଜନ ନେଇ…

ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର : ଗୁରୁତର ଅସୁସ୍ଥ ରୋଗୀଙ୍କୁ ପ୍ଲାଜମା ଦାନ କରିବେ ଅଗ୍ନିଶମ କର୍ମଚାରୀ । ଏନେଇ ଟ୍ୱିଟ ମାଧ୍ୟମରେ ସୂଚନା ଦେଲେ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ ବୋଲି ଜଣାଯାଇଛି  । କଟକ ଏସିବି ହସ୍ପିଟାଲରେ ଅଗ୍ନିଶମ ବିଭାଗର…

ବିପୁଳ ପରିମାଣର ବିଦେଶୀ ମଦ ଜବତ

ଅନୁଗୁଳ : ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି। ଅନୁଗୁଳ ଜିଳ୍ଲା ଅବକାରୀ ବିଭାଗ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି। ଏକ କାର୍‌ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ। ସୂଚନାଯୋଗ୍ୟ ଯେ, Mc…