Odia News Portal

ସେକ୍ସ ରାକେଟ୍‌ କୁଇନ୍‌‌ ସୋନୁ ପଞ୍ଜାବନ୍‌ର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ : ଦିଲ୍ଲୀର କୁଖ୍ୟାତ ସେକ୍ସ ରାକେଟ୍ କୁଇନ୍‌-ପିନ୍ ୩୬ ବର୍ଷୀୟ ଗୀତା ଅରୋରା ଓରଫ୍‌ ସୋନୁ ପଞ୍ଜାବନ୍ ତିହାର ଜେଲରେ ବିଷାକ୍ତ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାର ଦେଖାଯାଇଥିଲା। ସୋନୁ ପଞ୍ଜାବନଙ୍କୁ ଦିନ୍ ଦୟାଲ ଉପାଧ୍ୟାୟ…

ବାବା ଅମରନାଥଙ୍କ ଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବାବା ଅମରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ସିଂହ ମନ୍ଦିର ପରିସରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ। ଅମରନାଥ ଗୁମ୍ଫାକୁ ହିନ୍ଦୁ ଧର୍ମର ପବିତ୍ର ଧର୍ମସ୍ଥଳ ବୋଲି ବିବେଚନା କରାଯାଏ। ଏଣୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ…

ମାନବିକତାର ପରିଚୟ ଦେଲେ କରଞ୍ଜିଆ ଥାନା ଅଧିକାରିଣୀ

କରଞ୍ଜିଆ : ମାନସିକ ବିକ୍ରୁତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମାନବିକତାର ପରିଚୟ ନେଖାଇଲେ କରଞ୍ଜିଆ ଥାନା ଅଧିକାରିଣୀ ସରୋସିଜି ସିଂ । ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଷ୍ଟାଡିୟମ ନିକଟରେ ଏକ ମାନସିକ…

ଆସନ୍ତୁ ଜାଣିବା କ’ଣ କ’ଣ ବନ୍ଦ ହେଲା ଜିଓର ସବୁଠାରୁ ଶସ୍ତା ପ୍ଲାନ

ଦେଶର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନକୁ ବନ୍ଦ କରିଦେଇଛି। ଏହି ଦୁଇଟି ପ୍ଲାନ ମଧ୍ୟରେ ୪୯ଟଙ୍କା ଏବଂ ୬୯ ଟଙ୍କା ରହିଛି। ଯାହା କେବଳ ଜିଓ ଫୋନ ୟୁଜର୍ସଙ୍କ ପାଇଁ ପ୍ରର୍ଯ୍ୟୁଜ ଥିଲା। ଏହି ପ୍ଲାନକୁ ଏବେ ରିଲାଏନ୍ସ ଜିଓ େଓ୍ଵବସାଇଟରୁ ହଟାଇ ଦେଇଛି।…

ଆଜି ସର୍ବାଧିକ ୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର :  ରାଜ୍ୟ ପାଇଁ ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଜି ସର୍ବାଧିକ ୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୨୭୯ ଜଣ, ଯାଜପୁରର ୮୪, ଖୋର୍ଦ୍ଧାର ୫୦, କଟକର ୪୨,କେନ୍ଦୁଝରର ୨୩,…

ଟପ୍ପରଙ୍କ ସହ କଥା ହେଲେ ୫-ଟି ସଚିବ

ମାଲକାନଗିରି() ମାଲକାନଗିରି ଜିଲ୍ଲା ଖଇରପୁଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଟପ୍ପରଙ୍କ ସହ କଥା ହୋଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଅମ୍ରିତ…

ଭୁବନେଶ୍ବରରୁ ୮୭ ପଜିଟିଭ, ୪୬ ଲୋକାଲ କେସ

ଭୁବନେଶ୍ୱର() ଆଜି  ରାଜଧାନୀରୁ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ପାଇଛି । ୪୯୪ ଜଣ ସୁସ୍ଥ ହୋଇଥିବା…

ଅନୁମତି ପତ୍ର ନଥିଲେ ଯିବା ମନା

ଭୁବନେଶ୍ବର()   କରୋନା ମୁକାବିଲା ପାଇଁ ରାଜ୍ୟର ୪ଟି ଜିଲ୍ଲା ସମେତ ରାଉରକେଲା ସହରରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । କିନ୍ତୁ କୋଭିଡ ନିୟମ ମାନୁ ନାହାନ୍ତି ବ୍ୟାଙ୍କ, ଆଇଟି ଓ ଇନସୁରାନ୍ସ କମ୍ପାନୀ । କମ୍ପାନୀ ବର୍ତ୍ତମାନ ସୁଦ୍ଧା କର୍ମଚାରୀଙ୍କ ତାଲିକା ଦେଇ ନଥିବା ବେଳେ…

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଲାଣି: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସୂଚନା ଦେଇଛନ୍ତି  । ଯାହା ଏବେ ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି  । ପୂର୍ବରୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା  । ତେବେ କେରଳ ମୁଖ୍ୟମନ୍ତ୍ରୀଙ୍କ…

କଂଗ୍ରେସର ୧୦ ଜିଲ୍ଲା ପାଇଁ ସଭାପତି ନିଯୁକ୍ତ

ଭୁବନେଶ୍ୱର() କରୋନା ସଙ୍କଟ ସମୟରେ ଯୁବ କଂଗ୍ରେସର ୧୦ଟି ଜିଲ୍ଲାର ନୂଆ ସଭାପତି ନିଯୁକ୍ତ ହୋଇଛନ୍ତି । ଜଗତସିଂହପୁର ପାଇଁ ପ୍ରଶାନ୍ତ ମଲ୍ଲିକଙ୍କୁ ନିଯୁକ୍ତ ଦିଆଯାଇଥିବା ବେଳେ ଅନୁଗୁଳ ଜିଲ୍ଲା ପାଇଁ ଲୁଟୁରଞ୍ଜନ ଥାପ୍ପାଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି କୋରାପୁଟ ପାଇଁ ସୁକାନ୍ତ…