ଏହି ୱେବସାଇଟକୁ ଲଗଇନ କରି ଜାଣିପାରିବେ CBSE ଦଶମ ରେଜଲ୍ଟ
ଭୁବନେଶ୍ୱର () ଆଜି ପ୍ରକାଶ ପାଇବ କେନ୍ଦ୍ର ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ସୂଚନା ଦେଇଛନ୍ତି । ସିବିଏସଇ ୱେବସାଇଟ (www.cbseresults.nic.in)କୁ ଲଗଇନ କରି ଛାତ୍ରଛାତ୍ରୀମାନେ…
