ବଲିଉଡ୍ରେ ପାଦ ଦେଲେ ପୁଣି ଆଉ ଜଣେ ଓଡ଼ିଆ ଅଭିନେତା
ଭୁବନେଶ୍ୱର : ବଲିଉଡ୍ରେ ପାଦ ଦେଲେ ପୁଣି ଆଉ ଜଣେ ଓଡ଼ିଆ ଅଭିନେତା। ପ୍ରସିଦ୍ଧ ନିର୍ଦ୍ଦେଶକ ରାମଗୋପାଳ ବର୍ମା ଏହି ସୁଯୋଗ ଦେଇଛନ୍ତି। ନିଜର ବହୁପ୍ରତୀକ୍ଷିତ ଫିଲ୍ମ ‘ଥ୍ରୀଲର୍’ରେ ଓଡ଼ିଆ ଅଭିନେତ୍ରୀ ଅପ୍ସରା ରାଣୀ ଅର୍ଥାତ୍ ଅଙ୍କିତା ମହାରଣାଙ୍କୁ ମୁଖ୍ୟ ଚରିତ୍ରରେ ସୁଯୋଗ ଦେଇଥିବା…
