Odia News Portal

ଆସନ୍ତୁ ଜାଣିବା କଣ ପାଇଁ ଝିଅମାନେ ବାମପଟେ ଫୋଡାନ୍ତି ନାକ ?

ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ନାକ ଫୋଡିବା ଅତ୍ୟନ୍ତ ଜରୁରୀ। କିନ୍ତୁ ଏହା ମହିଳାମାନଙ୍କ ସୁନ୍ଦରତା ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ ବୋଲି ଖୁବ୍‌ କମ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଭାରତୀୟ ମହିଳାମାନଙ୍କର ନାକ ଫୋଡିବା ପଛରେ କ’ଣ ରହିଛି ରୋଚକ…

ଆଜି ପୁଣି କରୋନାରୁ ସୁସ୍ଥ ହେଲେ ୫୦୫ ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ସର୍ବାଧିକ ୫୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ତେବେ ଗଞ୍ଜାମରୁ ସର୍ବାଧିକ ୨୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୧, ଖୋର୍ଦ୍ଧାରୁ ୫୨, କଟକରୁ ୪୫, ପୁରୀରୁ ୧୧ ଜଣ,…

ଗୋବରୀ ନଦୀରେ ପାଞ୍ଚଦିନ ହେବ ବୁଲୁଛନ୍ତି କୁମ୍ଭୀର ଭୟରେ ସ୍ଥାନୀୟ ଲୋକେ

କେନ୍ଦ୍ରାପଡା: କେନ୍ଦ୍ରାପଡା ସହର ଉପଖଣ୍ଡ ଅଂଚଳରେ କୁମ୍ଭୀର ଆତଙ୍କ। ଗୋବରୀ ନଦୀରେ ଚାରି ପାଂଚ ଦିନ ହେଲା କୁମ୍ଭୀର ବୁଲୁଛନ୍ତି। କୁମ୍ଭୀରମାନଙ୍କୁ ଦେଖି ଭୟଭୀତ ହୋଇ ପଡିଛନ୍ତି ଗୋବରୀ କୁଳିଆ ଗାଁର ଲୋକେ। କୁମ୍ଭୀର ଭୟରେ ଲୋକମାନେ ଆଉ ନଦୀକୁ ଯାଉ ନାହାନ୍ତି । ବିଶେଷ କରି କାନପୁରା,…

ସେବା ଫାଉଣ୍ଡେସନ ପକ୍ଷରୁ ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର : ଆଜି ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଞ୍ଚେଶ୍ୱର ଥାନାଧିକାରୀ ଶ୍ରୀ ଜତୀନ୍ଦ୍ର ନାଥ ସେଠୀ, ସହ ଅଧିକାରୀ ସନ୍ତୋଷ କୁମାର ଶତପଥୀ ଓ ଷ୍ଟାଲିନ ବିଶ୍ୱାଳଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି। ସେବା ଫାଉଣ୍ଡେସନର ଉପଦେଷ୍ଟା ଅଶୀଳ କୁମାର ବ୍ରହ୍ମ…

ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ

ଭୁବନେଶ୍ୱର() ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଜାମିନ ମିଳିଛି । ୧୦ହଜାର ଟଙ୍କା ଓ ଦୁଇ ମୁଚାଲିକାଙ୍କ ପ୍ରତି ବଦଳରେ ତାଙ୍କୁ ଜାମିନ ମିଳିଛି । ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଜାମିନ ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଗତ ୯ତାରିଖ ଦିନ ଆୟୁଷ…

ଖୋର୍ଦ୍ଧା ଜିଲ୍ଲାରେ ହେବ ୨ଟି କୋଭିଡ଼ କେୟାର କେନ୍ଦ୍ର

ଭୁବନେଶ୍ୱର() ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣର ଅଳ୍ପ ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତମାନଙ୍କୁ କୋଭିଡ୍‌ କେୟାର କେନ୍ଦ୍ରରେ ରଖାଯିବ ବୋଲି…

ଜାଣନ୍ତୁ ରୁଦ୍ରାକ୍ଷର ଧାର୍ମିକ ମହତ୍ୱ

ଭୁବନେଶ୍ୱର() ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି । ଶିବ ପୁରାଣ, ପଦ୍ମା ପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ରୁଦ୍ରାକ୍ଷ ମହିମା ସମ୍ପର୍କରେ ଉଲ୍ଲେଖ ରହିଛି । ରୁଦ୍ରାକ୍ଷ…

ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି

ଭୁବନେଶ୍ୱର() ଏଣିକି ସହରରେ ଲକ୍ଷଣହୀନ କରୋନା ଆକ୍ରାନ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଆଜି ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂୂଚାନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଥି ଲାଗି ଯେଉଁ ଖର୍ଚ୍ଚ ହେବ ତାହା…

ଭୁବନେଶ୍ୱରରୁ ଆଉ ୧୪ ପଜିଟିଭ, ସ୍ଥାନୀୟ ଅଞ୍ଚଳରୁ ୧୦

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରୁ ଆଜି ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୨୯ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…

କଟକରୁ ୧୬ ପଜିଟିଭ, ୮ ଲୋକାଲ କେସ

କଟକ()  ପୁଣି କଟକରେ ଆଉ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୬ ଜଣରୁ ୮ଜଣ ଲୋକାଲ କଣ୍ଟାକ୍ଟ କେସ ଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ରାଉସାପାଟଣାର ୫ ଜଣ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦, ୨୫, ୪୮ ବର୍ଷୀୟ ପୁରୁଷ ଓ ୩୭, ୪୮ ବର୍ଷର ମହିଳା…