Odia News Portal

ଆଉ ୫୪୩ କରୋନା ପଜିଟିଭ, ୧୮୯ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୩ ଜିଲ୍ଲାରୁ ୫୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୫୪ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୮୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୪୩…

ଏହି ଅଭିନେତ୍ରୀଙ୍କ ଘରେ ପହଞ୍ଚିଥିଲା କରୋନା

ମୁମ୍ବାଇ : ମାୟାନାଗରୀ ମୁମ୍ବାଇରେ ସାଂଘାତିକ ରୂପ ନେଲାଣି କରୋନା। ଅମିତାଭ ବଚ୍ଚନ ଓ ତାଙ୍କ ପରିବାର, ଅନୁପମ ଖେର ଓ ତାଙ୍କ ପରିବାର କରୋନା ଆକ୍ରାନ୍ତ  ହୋଇଛନ୍ତିି । ଠିକ ତା ପରେ ପରେ କରୋନା ଯାଇ ଅଭିନେତ୍ରୀ  ସାରା ଖାନଙ୍କ ଘରେ ପହଞ୍ଚିଛି ।  ସାରା  କରିଛନ୍ତି ଯେ ତାଙ୍କ ଡ୍ରାଇଭରଙ୍କ…

ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

କଟକ: କଟକ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି । ଗତକାଲିଠାରୁ ପୁରୁଣା ରାଉସପାଟଣା କଣ୍ଟେନମେଣ୍ଟ ରହିଛି । ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ୨୭ ନମ୍ବର ଓ୍ଵାର୍ଡକୁ କଣ୍ଟେନମେଣ୍ଟ ଜୋନ୍‌ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ସିଏମ୍‌ସି ପକ୍ଷରୁ ଏପରି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶ୍ରୀଚନ୍ଦ୍ର ଯୋଗୁ ପାରିବାରିକ ପରିସ୍ଥିତି ପୂର୍ବପରି ରହିବା ସହ ବନ୍ଧୁଙ୍କ ସହାୟତାରୁ ଅର୍ଥପାଇବେ। କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟରେ ଅଗ୍ରଗତି ଘଟିବାର ଆଶା ରହିଛି। ଆଲୋଚନା ପରିସରରେ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌…

ସ୍ବତନ୍ତ୍ର ଆମ୍ବୁଲାନ୍ସ ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ

ଗଞ୍ଜାମ : ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପଞ୍ଚାୟତ ଅମ୍ବୁଲାନ୍ସ ସେବା ପରିଚାଳନା କକ୍ଷ ଓ ଆମ୍ବୁଲାନ୍ସ ଉଦଘାଟନ କରିଛନ୍ତି । ୧୦୮ ଆମ୍ବୁଲାନ୍ସଟି କୋଭିଡ୍ ଜନୀତ ବ୍ୟକ୍ତି ବିଶେଷଙ୍କ ସେବା ଯୋଗାଇ ଦେବାପାଇଁ ଉଦ୍ଦିଷ୍ଟ…

୧୮ ଜଣ ମହିଳାଙ୍କୁ ସାଙ୍ଗଠନିକ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର : ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋପାମୁଦ୍ରା ବକ୍ସିପାତ୍ର- କେନ୍ଦୁଝର ଗୀତା ବସ୍ତିଆ-ଗଜପତି,…

ବୃକ୍ଷ ରୋପଣ ଓ ମାସ୍କ୍ ବଣ୍ଟନକରି ବିବାହ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ଵର : ମହାବୀର ମଲ୍ଟି ଜିମ୍ର ପ୍ରତିଷ୍ଠାତା ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଉପସଭାପତି ଅକ୍ଷୟ କୁମାର ସ୍ବାଇଁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ୪ର୍ଥ ବିବାହ ବାର୍ଷିକ ଉପଲକ୍ଷେ ୱାର୍ଡ ନମ୍ବର ୫ , ସତ୍ୟବିହାର ଶିବମନ୍ଦିର ପରିସରରେ ୨୦ଗୋଟି ବୃକ୍ଷ ରୋପଣ କରାଯିବା ସହିତ କରୋନା…

ଜୀବନ ଯୁଦ୍ଧରେ ହାରିଗଲେ ଅଭିନେତ୍ରୀ ଦିବ୍ୟା !

ମୁମ୍ବାଇ : ୨୦୨୦ ବଲିଉଡ୍ ପାଇଁ କଳାଦିନ ପାଲଟିଯାଇଛି। ଗୋଟିଏ ପରେ ଗୋଟିଏ ଝଟକା ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଚାଲିଛି। ଆଜି ଅଭିନେତ୍ରୀ ତଥା ମଡେଲ ଦିବ୍ୟା ଚୌକସେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଦିବ୍ୟା ଚୌକସେଙ୍କ ମୃତ୍ୟୁ ଖବର ତାଙ୍କ ବନ୍ଧୁ ଏବଂ ଭଉଣୀ ଫେସବୁକରେ ସୂଚନା ଦେଇଛନ୍ତି।…

ଦୁଃଖଦ ଘଟଣା : ମରିଗଲେ ୪ ମାଙ୍କଡ଼ ଓ କୁକୁର

ଭଦ୍ରକ : ଫସଲ ବଞ୍ଚାଇବା ପାଇଁ ବିଦ୍ୟୁତ ତାର ଘେରାଇଥିଲେ । କିନ୍ତୁ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାରି ମାଙ୍କଡ଼ ଓ କୁକୁରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳୁଛି ଭଦ୍ରକ ଜିଲ୍ଲା ତିହିଡି ଥାନା କୁବେରା ପଞ୍ଚାୟତର କାଳିପଡିଆଠାରେ । ସେହି ଅଞ୍ଚଳରେ…

ରାଜଧାନୀରେ ଟାଟା ଏସିଇ ଗାଡିରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଟାଟା ଏସିଇ ଗାଡିରୁ ମୃତ ଦେହ ଉଦ୍ଧାର କରାଯାଇଛି ।  ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାରରେ ଗାଡି ଭିତରୁ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି କିଛି ଦିନ ତଳର ବୋଲି ସନ୍ଦେହ କରାଯାଉଛି । ଗାଡି ଭିତରେ ମୃତ ଦେହରୁ ଗନ୍ଧ ବାହାରିବାରୁ…