Odia News Portal

ଏଣିକି ଆକାଉଣ୍ଟକୁ ଯିବ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର() ପିଲାଙ୍କ ଆକାଉଣ୍ଟକୁ ଯିବ ରୋଷେଇ ଖର୍ଚ୍ଚ । ଏନେଇ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନୋଡ଼ାଲ ଅଫିସର । ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ ପିଲାଙ୍କ ଆକାଉଣ୍ଟକୁ ପଠାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ୯୦ଦିନର ରୋଷେଇ ଖର୍ଚ୍ଚ ଆକାଉଣ୍ଟକୁ ପଠାଯିବ । ପ୍ରାଥମିକ…

ବର୍ଷା ଛାଡିଗଲା ପରେ କାହିଁକି ଦିଶେ ଇନ୍ଦ୍ରଧନୁ, ଜାଣନ୍ତୁ ପ୍ରକୃତ କାରଣ …

ଭୁବନେଶ୍ୱର() ଆକାଶରେ ନିଶ୍ଚିତ ଭାବେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ । ବର୍ଷାଦିନରେ ଏହା ଅଧିକ ଦେଖାଯାଇଥାଏ । ହେଲେ ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନ ଆସିଥିବ ବର୍ଷା ପରେ ଇନ୍ଦ୍ରଧନୁ କାହିଁକି ସୃଷ୍ଟି ହୁଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ ...…

ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ ପଡ଼ିଲା ଆଳୁ, ପିଆଜ ଓ ତେଲ

ନୂଆଦିଲ୍ଲୀ() ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ସୂଚନା ଦେଇ କହିଛନ୍ତି ଯେ କୃଷକ ନିଜ ସାମଗ୍ରୀ ଯେକୌଣସି ଠାରେ ବିକ୍ରି କରିପାରିବେ । ଦେଶର ଯେକୌଣସି…

ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଜି ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟା ୧୪୧୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୯୧ ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ଼ରୁ ୨୨, ପୁରୀରୁ ୧୬, ନୟାଗଡ଼ରୁ ୧୫,…

ଓଡିଶା ଠାରୁ ମାତ୍ର ଏତିକି କିମି ଦୂରରେ ପଙ୍ଗପାଳ

ଭୁବନେଶ୍ବର() ଓଡିଶା ଠାରୁ ୫୦୦କିମି ଦୂରରେ ଅଛନ୍ତି ପଙ୍ଗପାଳ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶ ଓ ଛତିଶଗଡ ସୀମାନ୍ତ ଜଙ୍ଗଲରେ ଥିବା ନେଇ ସୂଚନା ମିଳଛି । ଓଡିଶା ଆସିବାର ଆଶଙ୍କା ଥିବାରୁ ପ୍ରତିଦିନ ସ୍ଥିତିକୁ ମନିଟର କରାଯାଉଛି । ସମସ୍ତ ଜିଲ୍ଲାପାଳ ଓ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ…

ନୂଆ ୧୪୩ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର() ବୁଧବାର ରାଜ୍ୟରେ ୧୪୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ କେଉଁ ଜିଲ୍ଲାରୁ କେତେ ଜଣ ଚିହ୍ନଟ ହୋଇଛନ୍ତି ସେ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇଛି । ମୋଟ ୧୪୩ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ଚିହ୍ନଟ ସମସ୍ତ ୯ ଜଣ କ୍ୱାରେଣ୍ଟାଇନ…

ଶ୍ରୀକ୍ଷେତ୍ରରେ ପହଂଚିଲା ବଉଳା କାଠ

ପୁରୀ() ପୁରୀରେ ପହଂଚିଲା ବଉଳା କାଠ । ସେନାପଟା ଲାଗି ସତ୍ୟବାଦୀର ଅଜାଘରୁ ଆସିଛି କାଠ । ବିଲ ସାହିରୁ ଚିହ୍ନଟ ହୋଇଥିବା ଗଛକୁ କଟାଯାଇଥିଲା । ଏହାପରେ ଭଜନ କୀର୍ତନ ସହ ଏକ ସୁସଜ୍ଜିତ ଶଗଡରେ ତିନି ଖଣ୍ଡ କାଠକୁ ପାଟବସ୍ତ୍ରରେ ଆଚ୍ଛାଦିତ କରି ତୁୁଳସୀ ଓ ଫୁଲର ଟାହିଆ ଲଗାଯ୍ଧବ ପୁରୀକୁ…

ଆଉ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ଆଜି ଆଉ ୧୪୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ପାଇଛି । ୧୪୩ ପଜିଟିଭ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ ଲୋକାଲ…

ସମସ୍ତ ପାର୍କ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ସମସ୍ତ ପାର୍କ ଖୋଲିବାକୁ ବିଏମସି ପକ୍ଷରୁ ଅନୁମତି ମିଳିଛି । କେବଳ ଦୁଇ ଦିନିଆ ଶନିବାର ଓ ରବିବାର ସଟଡାଉନ ସମୟରେ ପାର୍କ ବନ୍ଦ ରହିବ । କିନ୍ତୁ ଅନ୍ୟଦିନ ମାନଙ୍କରେ ପାର୍କ ଖୋଲିବାକୁ ଅନୁମତି ମିଳିଛି । ସକାଳ ୫ଟାରୁ ୧୦ ଓ ଅପରାହ୍ନ ୪ରୁ ୬…

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର () ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ପବନର ବେଗ ମଧ୍ୟ ଅଧିକ ରହିବ । ଘଣ୍ଟା ପ୍ରତି ୩୦ରୁ…