ଜୁଆ ଆଡ୍ଡାରୁ ୯ ମହିଳାଙ୍କ ସମେତ ୧୦ ଗିରଫ
ସମ୍ବଲପୁର : କ୍ଷେତରାଜପୁର ଥାନା ଅନ୍ତର୍ଗତ ମନ୍ଦଲିଆ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢଉ କରି ମୋଟ ୯ ଜଣ ମହିଳାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର କୁଳମଣି ସାହୁଙ୍କ ସମେତ ଅନ୍ୟ ୯ ଜଣ ମହିଳା । ସୂଚନା ଅନୁସାରେ ଆଜି…
