ପାରାଦ୍ୱୀପରେ ମାଛ ମଡକ
ପାରାଦ୍ୱୀପର କପିଳ କେନାଲରେ ଦେଖିବାକୁ ମିଳିଛି ମାଛ ମଡକ । ଶହ ଶହ ସଂଖ୍ୟାରେ ମାଛ ମରି ଭାସୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ତେବେ ମାଛ ମଡକର ପ୍ରକୃତ କାରଣ ଜଣା ପଡି ନଥିଲେ ମଧ୍ୟ କେନାଲର ପାଣି ଅତ୍ୟଧିକ ଦୂଷିତ ଯୋଗୁଁ କିମ୍ବା କେହି ଏଥିରେ ବିଷ…
