Odia News Portal

ଡିଏସପିଙ୍କ ପରିବାରର ଆଉ ୪ଜଣ କରୋନା ପଜିଟିଭ

ଭୁବନେଶ୍ୱର() କଟକ ଗ୍ରାମାଞ୍ଚଳ ଜିଲ୍ଲାର ଜଣେ ପୁଲିସ ଡିଏସପିଙ୍କୁ କରୋନା ପ୍ରସଙ୍ଗରେ ସମ୍ପୃକ୍ତ ଡିଏସପିଙ୍କ ପରିବାରର ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଆଠଗଡ଼ ଉପଖଣ୍ଡ ଅଞ୍ଚଳରୁ ଆଉ ୧୭ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଡିଏସପିଙ୍କ ପରିବାର ସଦସ୍ୟ ୪ ଓ…

ଭିଜିଟର ପାସକୁ ଜୁଲାଇ ୩୧ ପର୍ୟ୍ୟନ୍ତ ରଦ୍ଧ

ଭୁବନେଶ୍ୱର() ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ରୋନା ସଂକ୍ରମଣରକୁ ଏଡାଇବା ପାଇଁ ଏଣିକି ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନକୁ ସାଧାରଣ ଲୋକଙ୍କ ଯିବା…

ଯାନବାହନ ଚଳାଚଳ ଉପରେ ଲାଗିଲା ପ୍ରତିବନ୍ଧକ

ଗଞ୍ଜାମ ()  କରୋନା ମହାମାରୀ ନିଜର ଉଗ୍ର ରୂପ ଦେଖାଇଛି । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ତେବେ…

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ଆଜି୨୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ମୃତକ ଗଞ୍ଜାମ ଓ ଅନୁଗୁଳ ଜିଲ୍ଲାର ବୋଲି ସୂଚନା ମିଳିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କରେନା କଟକଣା ନମାନି ଭୋଜିଭାତ ପାଇଁ ଚାଲିଛି ଫିକ୍ସିଂ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଜୁଲାଇ କଟକଣା ଲାଗୁ ହେବାପରେ ଗାଁ ଠୁ ସହର ପର୍ଯ୍ୟନ୍ତ ଏବେ ଆରମ୍ଭ ହୋଇଛି ଭୋଜିଭାତ ଫିକ୍ସିଂ । ବାହାଘର, ବ୍ରତଘର ଠାରୁ ଆରମ୍ଭକରି ଶୁଦ୍ଧଘର ପର୍ଯ୍ୟନ୍ତ ଲୋକଙ୍କୁ ଭୋଜି ଦେବାପାଇଁ ଗାଁରେ ସରପଞ୍ଚଙ୍କ ଠାରୁ ଆରମ୍ଭକରି ଅଙ୍ଗନବାଡି, ଆଶା କର୍ମୀଙ୍କ ସହିତ…

ରାଜ୍ୟରେ ଆଉ ୨୨୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୬ ଲୋକାଲ କସ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୩୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୨୨୯ ଜଣ ସଂକ୍ରମିତଙ୍କ…

ଭିଜିଲାନ୍ସ କବଜାରେ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ

ବରଗଡ : ଭିଜିଲାନ୍ସ କବଜାରେ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ । ବରଗଡ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ ମକରଧ୍ବଜ ବର୍ଗେଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ମକରଧ୍ବଜଙ୍କ ବରଗଡ ଅଫିସ ସମେତ ବାସଭବନ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ବୁର୍ଲାରେ ଏକକାଳୀନ ଚଢାଉ କରାଯାଇଛି ।…

ଆଜି ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ : ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଦୂରଯାତ୍ରା ସାଙ୍ଗକୁ ବୃଥା ଖର୍ଚ୍ଚାନ୍ତ ମନଦୁଃଖର କାରଣ ହୋଇପାରେ। ଋଣ ପରିଶୋଧ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାରେ କୌଣସି ଅସୁବିଧା ହେବ ନାହିଁ। କୌଣସି ସାମାଜିକ କାମରେ ସହଯୋଗ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ବ୍ୟବସାୟିକ ସ୍ଥିତି କେତେକାଂଶରେ…

ଡୁମୁଡୁମା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର : ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ। ସୁବାସ ନଗର ବସ୍ତି ଅଞ୍ଚଳରୁ କଣ୍ଟେନମେଣ୍ଟ ହଟିଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସୁବାସନଗର ବସ୍ତିରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗତ ୨୦ ତାରିଖରେ ବିଏମସି ଏହି ଅଞ୍ଚଳକୁ…