ପୀଡ଼ିତାଙ୍କ ପଛରେ ଛିଡ଼ା ହେଲେ ଚିକ୍ନି ଚମେଲି
ମୁମ୍ବାଇ : ଲକ୍ଡାଉନ୍ରେ ଘରୋଇ ହିଂସା ମାମଲା ଦିନକୁ ଦିନ ବଢ଼ିଚାଲିଛି । ଏହି ସ୍ଥିତିରେ ଏଭଳି ସାମାଜିକ ବ୍ୟାଧି ବିରୁଦ୍ଧରେ ସ୍ୱର ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି ଚିକ୍ନି ଚମେଲି କ୍ୟାଟନ୍ରିା କୈଫ୍ । ନଜି ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ସେ ଏକ ଫଟୋ ଶେୟାର କରିଛନ୍ତି । ସେଥିରେ…
