ବାହୁଡ଼ା ପୂର୍ବରୁ ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ
ପୁରୀ() ବାହୁଡ଼ା ପୂର୍ବରୁ ସବୁ ସେବାୟତଙ୍କ ହେବ କୋଭିଡ ଟେଷ୍ଟ । ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ କରାଯିବ । ଏହାସହ ନିୟୋଜିତ ହୋଇଥିବା ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ । ଆଜିଠାରୁ ଆରମ୍ଭ ହୋଇଛି ଏହି ଟେଷ୍ଟ ପ୍ରକ୍ରିୟା । ପୁରୀର ସମସ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବ । ଏହାସହିତ ଆଗକୁ…
