ନୂତନ ମନ୍ଦିରକୁ ଗ୍ରାମଦେବତୀଙ୍କ ପ୍ରବେଶ
କେନ୍ଦ୍ରାପଡ଼ା : ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତର ଗୋପପାଟଣା ଗ୍ରାମରେ ଆଜି ମା ଗିରିଜାଦେବୀ ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଆଜି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା ରେ ମା ନୂଆ ମନ୍ଦିରଙ୍କୁ ପ୍ରବେଶ କରିଛନ୍ତି । ସକାଳେ କଲଷ ଯାତ୍ରା ଆରମ୍ଭ ହୋଇଥିଲା ।
କଳଷ ଯାତ୍ରା ଶେଷ ହେବା…
