Odia News Portal

ଲାଗିଲା ଚାଇନା ସାମଗ୍ରୀ ବୟକଟ୍ ପୋଷ୍ଟର

ଭଦ୍ରକ : ସୀମାରେ ଭାରତୀୟ ସୈନିକଙ୍କୁ ହତ୍ୟା କରିବା ପରେ ଏବେ ଚାଇନା ବିରୋଧୀ ସ୍ଵର ଜୋର ଧରୁଛି । ଚାଇନା ସହ ଯୁଦ୍ଧ ନକରି ଆର୍ଥିକ ମାନଦଣ୍ଡକୁ ଭାଙ୍ଗି ଚାଇନାକୁ ଧକ୍କା ଦେବା ନେଇ ଏବେ ସବୁଠି ସ୍ଵର ଶୁଭିଲାଣି । ଚାଇନାକୁ ବୁଲେଟରେ ଜବାବ ନଦେଇ ୱାଲେଟରେ ଜବାବ ଦେବାକୁ ନିବେଦନ । ଚାଇନା…

୨ ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ମୃତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ନାୟକ ବନ୍ଧ ଛକ ନିକଟରେ ଦୁଇ  ସିମେଣ୍ଟ୍ ବୋଝେଇ ଟ୍ରକ ଓ ଏକ ପ୍ଲାୟ ବୋଝେଇ ଟ୍ରଲର  ମଧ୍ୟରେ ମୁହାଁ ମୁହିଁ ଧକ୍କା ଫଳରେ  ୩ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକରୁ ସିମେଣ୍ଟ୍ ବୋଝେଇ କରି ରାଇରଙ୍ଗପୁର ଯାଉଥିବା ଟ୍ରକ ନାୟକ ବନ୍ଧ ଛକ…

ପ୍ରେମକୁ ବିବାହ ରୂପ ଦେଲେ ସରପଞ୍ଚ

ଭବାନୀପାଟଣା : ପ୍ରେମ ଚିର ସତ୍ୟ ଜାଣେ ନାହିଁ ଜାତି ବର୍ଣ୍ଣ ଧର୍ମ । ଏହି ପ୍ରେମକୁ ବିବାହ ରୂପ ଦେଇଛନ୍ତି ଜିଲ୍ଲାପାଳ କ୍ଷମତା ପାଇଥିବା ଜଣେ ସରପଞ୍ଚ। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡଲା ସଙ୍ଗରୋଧ କେନ୍ଦ୍ରରେ । କଳାହାଣ୍ଡି ଜିଲ୍ଲା…

ସମବେଦନା ଜଣାଇବା ବଦଳରେ ମୁହଁ ଟାଣ ଦେଖାଉଛନ୍ତି ସୋନମ୍‌

ପିତୃ ଦିବସ ପ୍ରତି ପିତା ଓ ସନ୍ତାନ ପାଇଁ ଖାସ୍‌ ହୋଇଥାଏ। ଗତକାଲି ସମସ୍ତେ ଖୁବ୍‌ ଧୁମ୍‌ଧାମ୍‌ରେ ଫାଦର୍ସ ଡେ ପାଳନ କରିଛନ୍ତି। ଏଥିପାଇଁ ସମସ୍ତେ ସୋସିଆଲ ମିଡିଆରେ ବାପାଙ୍କ ଫଟୋ ପୋଷ୍ଟ କରିବା ସହ ନିଜ ମନର କଥା ଲେଖିଛନ୍ତି। କେବଳ ସାଧାରଣ ଲୋକ ନୁହେଁ ବଲିଉଡ୍‌ର ସେଲିବ୍ରିଟିମାନେ ମଧ୍ୟ…

ସବୁଠାରୁ ହଟ୍‌ ଏହି ନାୟିକାଙ୍କ ନୂଆ ଅବତାର ଉଡାଇଦେବ ଆପଣଙ୍କ ହୋସ, ଆସନ୍ତୁ ଦେଖିବା ଫଟୋ

ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମା ସବୁବେଳେ ନିଜର ସେକ୍ସି ଫିଗରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜର ସେକ୍ସି ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ନିଆ ଶର୍ମା । କେବେ ନିଆ ନିଜର ଫିଟ୍ନେସକୁ ନେଇ ତ ଆଉ କେବେ ଫଟୋଶୁଟକୁ ନେଇ। ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା…

ଅରଶଦ୍‌ ହାସିମ୍‌ଙ୍କ କମାଲ୍‌, ଘରେ ତିଆରି କଲେ ମୋଟର ସାଇକେଲ୍‌

କେରଳ : କରୋନା ଭାଇରସ ପାଇଁ ବିଶ୍ୱର ସବୁଠି ଲକ୍‌ଡାଉନ୍‌ ଚାଲିଛି । ଭାରତ ମଧ୍ୟ ଏଥିରୁ ଛାଡ଼ ଯାଇନି । ଲୋକେ ଘରେ ଥାଇ ଟାଇମ୍‌ ପାସ୍‌ କରୁଥିବା ବେଳେ ଆଉ କେହି ଚିତ୍ର ଆଙ୍କି ତ କେହି ଗୀତ ଗାଇ ସମୟର ସଦୁପଯୋଗ କରୁଛନ୍ତି । ଆଉ କେହି ଓ୍ଵାର୍କ ଫ୍ରମ୍‌ ହୋମ୍‌ ବା ଘରେ ଥାଇ ଅଫିସ୍‌ କାମରେ…

ପୁରୀ ଜିଲ୍ଲା ସଟଡାଉନ

ପୁରୀ() ରଥଯାତ୍ରା ପାଇଁ ରାତି ୯ଟାରୁ କର୍ଫ୍ୟୁ ଜାରି। ଆଜି ରାତି ୯ଟାରୁ ପୁରୀରେ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ। ଏଥର ରଥ ଟାଣି ପାରିବେନି ଭକ୍ତ। କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ। ଏ ନେଇ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି। କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି…

ଆଉ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର() ଆଜି ସକାଳେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୧୪୩ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ୩୮୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ତେବେ ଆଜି ମୋଟ ୨୦ଟି ଜିଲ୍ଲାରୁ ୧୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ…

୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର() ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି । ଏନେଇ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର…

ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତ ଅଛୁ

ପୁରୀ() ବଡ ଦାଣ୍ଡରେ ଗଡିବ ରଥ । ରଥଯାତ୍ରାକୁ ମିଳିଲା ଅନୁମତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଉକ୍ତ ଖଣ୍ଡପୀଠରେ ଜଷ୍ଟିସ ଏ.ଏସ ବୋପାନ୍ନା ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀ ସାମିଲ ରହିଥିଲେ । ନାଗପୁରସ୍ଥିତ…