Odia News Portal

ଆଉ ନାହାନ୍ତି ପ୍ରଭାତ ସାମନ୍ତରାୟ

ଆଉ ନାହାନ୍ତି ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ । ୭୮ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି । ତେବେ ଓଡ଼ିଶା ରାଜନୀତିରେ ବିଜେଡିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ପ୍ରଭାତ କୁମାର ସାମନ୍ତରାୟ । ବିଜେଡିର ଜଣେ ସାଂସଦ ଭାବରେ ଦୁଇ

ପିପିଲି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ

ଡେଲାଙ୍ଗ ପିପିଲି ଅଞ୍ଚଳ ହେଉଛି ଐତିହ୍ୟ ସଂପନ୍ନ ସ୍ଥଳ। ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ଏଠାରେ ହୋଇଛି। ଏଠିକାର ବୀର ନାଗା ନାଚ ଅତ୍ୟନ୍ତ ଚିତ୍ତାକର୍ଷକ। ଏଠାରେ ମଧ୍ୟ ଅନେକ କାଳରୁ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର, ବଳଙ୍ଗା ଓ ଓଡ଼ିଶାର ସବୁଠାରୁ ବଡ଼ ଗାଁ ଘୋରଡିଆର ଦୟଣାଚୋରି ମେଳଣ

ବିସ୍ଫୋରକ ବୟାନ ଦେଲେ ଲତିକା ପ୍ରଧାନ

କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ରଞ୍ଜିତା ବିଜେପି ସହ ହାତ ମିଶାଇ

ଧାନ କିଣା ବେଳେ ସିଲ୍ ହେବ ସୀମା

ଥରେ ହିଁ ଯାଞ୍ଚ ହେବ ଧାନର ମାନ । ମିଲରେ କଟନୀ ଛଟନୀର ଶିକାର ହେବେନି ଚାଷୀ । ଆଗରୁ ମଣ୍ଡିରେ ଥରେ ଏବଂ ମିଲରେ ଥରେ ମାନ ଯାଞ୍ଚ ହେଉଥିଲା । ଏବେ ଥରେ ମାତ୍ର ଯାଞ୍ଚ ହେବ । ଧାନ କିଣା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଧାନ ବିକ୍ରି ବେଳେ ସିଲ ହେବ ପଡୋଶୀ ରାଜ୍ୟ ସୀମା । ବାହାର

ପାଣ୍ଡିଆନ ପାଇଁ ବିଜେଡି ଛାଡ଼ିଲି: ପାଟ୍ଟଶାଶୀ

ବିଜେଡିରେ ଏବେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ । ଦଳୀୟ ଅସନ୍ତୋଷ ଏବେ ବିସ୍ପୋରଣର ରୂପ ନେବାକୁ ଯାଉଛି । ଗତକାଲି ବରିଷ୍ଠ ବିଜେଡି ନେତା ଅମରପ୍ରସାଦ ଶତପଥୀ ନିଜର ଅସନ୍ତୋଷ ଝାଡ଼ିଥିବାବେଳେ ଆଜି ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି । ଭି.କେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି

ରାଜଧାନୀରେ ବାଣଫୁଟା ମନା

ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର। ଅନ୍‌ଲାଇନ୍‌ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି

୮୨ ବର୍ଷରେ ପାଦ ଥାପିଲେ ବିଗ୍ ବି

ଆଜି ୮୨ ବର୍ଷରେ ପାଦ ଥାପିଛନ୍ତି ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ଏହାକୁ ନେଇ ସାରା ବିଶ୍ୱରେ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି । ପରିଣତ ବୟସରେ ବି ସକ୍ରିୟ ଭାବରେ ବଲିଉଡରେ କାମ କରୁଛନ୍ତି ବିଗ୍ ବି’ । ଆଜି ତାଙ୍କ ଅଭିନୟର ଯାଦୁଗରୀରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି

ସବୁ ପୂଜାମଣ୍ଡପକୁ ପାର୍ବଣ ଭେଟି : ମୋହନ ମାଝି

ଶାରଦୀୟ ଦୁର୍ଗା ପୂଜା ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝି ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ଭାଜପା ସରକାର ପ୍ରଥମଥର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପମାନଙ୍କୁ ପୂଜା ଭେଟି ଦେଇଛନ୍ତି । ରାଜ୍ୟର ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା

ପୂଜା ମଣ୍ଡପ ବୁଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ପୂଜା ମଣ୍ଡପ ବୁଲୁଛନ୍ତି ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂଜା ମଣ୍ଡପ ବୁଲିବା ସହ ବଡ଼ ଘୋଷଣା ମଧ୍ୟ କରିଛନ୍ତି। ଏଥିରେ ପୂଜା ମଣ୍ଡପ ରେଣ୍ଟ ଛାଡ୍ କରିଛନ୍ତି । କେବଳ ଭୁବନେଶ୍‌ବର ନୁହେଁ ପୁରା ରାଜ୍ୟର ସମସ୍ତ

ଭିଜିଲାନ୍ସ ଜାଲରେ SCB ମେଡିକାଲ ଡାଟାଏଣ୍ଟ୍ରି ଅପରେଟର

ଭିଜିଲାନ୍ସ ଜାଲରେ SCB ମେଡିକାଲର ଡାଟାଏଣ୍ଟ୍ରି ଅପରେଟର୍। ଅସ୍ଥାୟୀ ଠିକା ଡାଟାଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁଙ୍କୁ ଧରିଛି ଭିଜିଲାନ୍ସ । ଗରିବ ବାପାର ଚିକିତ୍ସା ପାଇଁ ପୁଅ ଠାରୁ ୨ ହଜାର ଲାଞ୍ଚ ନେଇ ଧରାପଡ଼ିଛନ୍ତି ସ୍ମୃତିରଂଜନ। ହେପାଟାଇଟିସ୍ ପୀଡ଼ିତ ବାପା ପାଇଁ ଔଷଧ ଦେବାକୁ