Odia News Portal

ନିର୍ମାଣାଧୀନ କୋଠାରୁ ଖସି ପଡିଲେ ଶ୍ରମିକ; ଚାଲିଗଲା ଜୀବନ

କଟକରେ ନିର୍ମାଣାଧୀନ କୋଠାର ୬ ମହଲାରୁ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣାଧିନ କୋଠାରୁ ସଂପୃକ୍ତ ଶ୍ରମିକ ଖସିପଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତଦେହକୁ ଉଦ୍ଧାର କରି SCB ମେଡିକାଲକୁ ବ୍ୟବଛେଦ ପାଇଁ ପଠାଯାଇଛି। ମୃତ

ମାଓବାଦୀଙ୍କୁ ଡ୍ରୋନ୍ ସହାୟତାରେ ଖୋଜୁଛନ୍ତି ସୁରକ୍ଷାକର୍ମୀ

ମାଓବାଦୀଙ୍କୁ ଡ୍ରୋନ୍ ସହାୟତାରେ ଖୋଜୁଛନ୍ତି ସୁରକ୍ଷାକର୍ମୀ। ସମ୍ବଲପୁରର ନାକଟିଦେଉଳ ଜଙ୍ଗଲରେ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଛି। ଯଦିଓ ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇନାହିଁ, ତେବେ ଏହାଫଳରେ ଜଙ୍ଗଲରେ ଲୁଚିଥିବା ମାଓବାଦୀମାନଙ୍କ ନିପାତ ସୁନିଶ୍ଚିତ ହୋଇଯାଇଛି।

କ୍ୟାବିନେଟରେ ଆଲୋଚନା : ଏଣିକି ଶସ୍ତାରେ ବାଲି ପାଇବେ ଲୋକେ

ଏଥର ଶସ୍ତାରେ ବାଲି ପାଇବେ ଲୋକ। ସାଧାରଣ ଲୋକ ସହଜ ଓ ଶସ୍ତାରେ ବାଲି ପାଇଲେ ଖଣ୍ଡେ ଘର ବନେଇ ପାରିବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରୁଥିବା ଲୋକଙ୍କୁ ପରମିଟ୍ ଇସୁ ହେବ । ସେମାନେ ବିନା ମୂଲ୍ୟରେ ଦୁଇ ଟ୍ରାକ୍ଟର ବାଲି ଆଣିପାରିବେ। ବାଲି ଖର୍ଚ୍ଚରୁ କିଛି ମାତ୍ରାରେ ମୁକ୍ତି

ପୁରୀରୁ ୬ ବନ୍ଧୁକ ୨୦ରୁ ଅଧିକ ଗୁଳି ଜବତ

ରଥଯାତ୍ରା ପୂର୍ବରୁ ପୁରୀ ପୁଲିସର ଅପରାଧ ନିୟନ୍ତ୍ରଣ ଅଭିଯାନ । ପୁଲିସ ସ୍କାନରରେ ବଡ଼ ଵଡ଼ ଅପରାଧୀ । ୬ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୬ଟି ବନ୍ଧୁକ ଓ ୨୦ରୁ ଅଧିକ ଗୁଳି ଜବତ କରିଛି ପୁରୀ ପୁଲିସ । ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ

ଗଞ୍ଜାମ ବିଜେଡିକୁ ଶକ୍ତ ଝଟକା

ବିଜେପିରେ ମିଶିଲେ ବ୍ଲକ ଅଧ୍ୟକ୍ଷା । ଗଞ୍ଜାମ  ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ବିଜେପିରେ ସାମିଲ ହେଲେ । ଅଧ୍ୟକ୍ଷାଙ୍କ ସ୍ୱାମୀ ତଥା ପୂର୍ୱତନ ବ୍ଲକ ଅଧ୍ୟକ୍ଷା ସୁରଥ ପ୍ରଧାନ ବି ସାମିଲ ଅଛନ୍ତି । ଛତ୍ରପୁର  ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ  ଉପସ୍ଥିତି ବିଜେପିରେ ମିଶିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ମେଳା; ୭ଟି ବିଭାଗରେ ୧୨୪୮ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଦକ୍ଷତା ବିକାଶ ବିଭାଗ, ପରିବହନ ବିଭାଗ, ପଞ୍ଚାୟତିରାଜ ବିଭାଗ, ଅବକାରୀ ବିଭାଗ, ଶ୍ରମ ଓ ରାଜ୍ୟ କର୍ମଚାରୀ ବିଭାଗରେ ଦିଆଯାଇଛି ନିଯୁକ୍ତି । ନୂତନ ଭାବେ ମନୋନୀତ ୭ଟି ବିଭାଗରେ ୧୨୪୮ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ

ବର୍ଷକର ରିପୋର୍ଟ କାର୍ଡ ଦେଲେ ପ୍ରଭାତୀ

ବର୍ଷକର ରିପୋର୍ଟ କାର୍ଡ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉତ୍କର୍ଷ ନିମାପଡା ସମ୍ମିଳନୀରେ ବର୍ଷକର ରିପୋର୍ଟ କାର୍ଡ ଦେଲେ । ୧୧ଟି ପ୍ରସଙ୍ଗରେ  ଲୋକେ ରଖିଲେ ମତ, ଶୁଣିଲେ ଅଧିକାରୀ ।  ନିର୍ୱାଚନ ବେଳେ କଥା ଦେଇଥିଲି, ଅଫିସର ଆପଣଙ୍କ ଦାଣ୍ଡକୁ ଯିବେ । ୧୧ଟି ବିଭାଗର ୩୩ ଜଣ

୨ ନାବାଳିକାଙ୍କୁ ଦୁଷ୍କର୍ମ ! ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

ବ୍ରହ୍ମପୁରରେ ଲଜ୍ଜା । ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ୪ ଜଣ ଯୁବକ ନାବାଳିକାଙ୍କୁ ଡାକି ନେଇ ଗାଁ ବାହାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ଗତ ୩ ତାରିଖରେ

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ, ଏନେଇ କୌଣସି ସାଲିସ କରାଯିବ ନାହିଁ: ରାଜସ୍ବ ମନ୍ତ୍ରୀ

କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଏଥିସହ କୌଣସି ସାଲିସ କରାଯିବ ନାହିଁ। ଆଜି କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ ଆହୁରି କହିଛନ୍ତି ବିଭିନ୍ନ ବିଭଗକୁ ମାସକ ମଧ୍ୟରେ କାଟିଆ ସଂପର୍କରେ ରିପୋର୍ଟ ଦେବାକୁ

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣା: ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗର ନୋଟିସ

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଵାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ଵିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପୂର୍ଣ୍ଣେଶ୍ଵରୀ ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡର ନୀରଜ ପାଣ୍ଡେଙ୍କୁ ଖଣି ଵିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ବିସ୍ଫୋରଣ ସାମଗ୍ରୀ ବ୍ୟବହାର କରିବା ନିମନ୍ତେ କାହାଠାରୁ