‘ଟିକ୍ଟକ୍’ ଅଶ୍ଳୀଳତା ବଢ଼ାଉଛି, ସମାଜ ଉପରେ ଖରାପ ପ୍ରଭାବ ପକାଉଛି : ଓଡ଼ିଶା ହାଇକୋର୍ଟ
କଟକ : ଟିକ୍ଟକ୍ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେଉଛି । ସଂସ୍କୃତିର ଅବକ୍ଷୟ କରୁଛି । ସମାଜ ଉପରେ କୁ ପ୍ରଭାବ ପକାଉଛି । ତେଣୁ ଏହାକୁ ନିୟନ୍ତ୍ରଣକୁ ଅଣାଯିବା ଦରକାର । ଏକଥା ଆଜି କହିଛନ୍ତି ଓଡ଼ିଶା ହାଇକୋର୍ଟ । ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଟିକ୍ଟକ୍ ଯୋଗୁଁ କିଭଳି ଭାବେ ଜଣେ ମହିଳା…
