କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦୁର୍ବ୍ୟବହାର : ଫେସବୁକ୍ରେ ନିଜ ଦୁଃଖ ବଖାଣିଲେ ଯୁବତୀ
ସୋନପୁର : କରୋନା ଭାଇରସ୍ ନେଇ ରାଜ୍ୟ ସରକାର କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିଛନ୍ତି । ଆଉ ପ୍ରବାସରୁ ଫେରୁଥିବା ଆମ ରାଜ୍ୟର ଭାଇ ଭଉଣୀମାନେ ସେଠାରେ ନିର୍ଦ୍ଦିଷ୍ଟ ଦିନ ରହିବା ପରେ ଘରକୁ ଯିବାକୁ ଅନୁମତି ଦିଆଯାଉଛି। ସଂପୃକ୍ତ ଅଞ୍ଚଳର କ୍ୱାରେଣ୍ଟାଇନ୍ କେନ୍ଦ୍ର ଦାୟିତ୍ୱ ସେହି ଅଞ୍ଚଳର…
