Odia News Portal

ଆଲୋଚନା ସଫଳ, ବସ୍‌ ଧର୍ମଘଟ ଡାକରା ପ୍ରତ୍ୟାହୃତ

ଧର୍ମଘଟ ନିଷ୍ପତ୍ତିରୁ ଓହରିଲେ ଦକ୍ଷିଣ ଓ ପଶ୍ଚିମାଞ୍ଚଳ ବସ୍ ମାଲିକ ସଂଘ । ଆଜି ସନ୍ଧ୍ୟାରୁ ଆରମ୍ଭ ହେବାକୁ ଥିବା ବସ୍‌ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗୋଳନ୍ଥରାସ୍ଥିତ ବାସଭବନରେ ଆଜି ବୈଠକ ଅନୁଷ୍ଠିତ ହୋଇଛି ରାଜ୍ୟ

 ପରୀକ୍ଷାମୂଳକ ଭାବେ ଆଜି ଖାତାକୁ ଯିବ ୧ ଟଙ୍କା

ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ଯିବ ୧ଟଙ୍କା। ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ଟଙ୍କା ଲେଖାଏଁ ପଠାଯିବ।ଯେଉଁମାନେ ଦ୍ୱିତୀୟ ପର୍ଯ୍ୟାୟ 'ସୁଭଦ୍ରା' ଟଙ୍କା ପାଇବେ ସେମାନଙ୍କୁ ଖାତାକୁ ଏହି ଟଙ୍କା ଯିବ। ଆଜି ଏହି ସୂଚନା ଦେଇଛନ୍ତି

୨୦ ଲକ୍ଷ ଟଙ୍କାର ବାଣ ଜବତ

୨୦ ଲକ୍ଷ ଟଙ୍କାର ବାଣ ଜବତ । ରାଉରକେଲା ସହରର ଡେଲି ମାର୍କେଟରୁ ପୁଲିସ ରବିବାର ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏକ ବାଣ ଗୋଦାମରେ ବେଆଇନ ଭାବେ ଏସବୁ ବାଣ ଗଚ୍ଛିତ ରହିଥିଲା। ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ ସେଠାରେ ଚଢ଼ାଉ କରି ବାଣ ଜବତ କରିଥିଲା। ଏହି ଘଟଣାରେ ପୁଲିସ ୨ ବ୍ୟବସାୟୀଙ୍କୁ

ଡାକ୍ତରୀ ପାଠ ନ ପଢ଼ି ବି ସାଜିଥିଲେ ଡାକ୍ତର, ବାନ୍ଧିଲା ପୁଲିସ୍‌

ଡାକ୍ତରୀ ପାଠ ପଢ଼ି ନ ଥିଲେ। ହେଲେ ସାଜିଥିଲେ ଡାକ୍ତର। ଏମବିବିଏସ୍ ଡିଗ୍ରୀ ନ ଥାଇ ବି କରୁଥିଲେ ରୋଗୀ ଚିକିତ୍ସା। ବେଆଇନ ଭାବରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଏପରି ଜଣେ ନକଲି ଡାକ୍ତରଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ଆଦିବାସୀ ଅଧ୍ୟୁଷିତ ବଲାଙ୍ଗିର

ଛାତ୍ରଙ୍କୁ ରାଗିଂ ଘଟଣା; ୧୭ ଛାତ୍ରଙ୍କ ବିରୋଧରେ କଡ଼ା ଆକ୍ସନ

ପ୍ରାୟ ୧୫ ଦିନ ତଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଥମ ବର୍ଷ ଛାତ୍ର ରାଗିଂ ହୋଇଥିବା ଘଟଣା ସାମନାକୁ ଆସିଥିଲା। ଏହି ଘଟଣାରେ ୧୭ ଛାତ୍ରଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଅଭିଯୁକ୍ତ ୧୭ ଛାତ୍ରଙ୍କ ମଧ୍ୟରୁ ୪ଜଣ ଦ୍ୱିତୀୟ ବର୍ଷର

ହବିଷ୍ୟାଳିମାନଙ୍କ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ

ହବିଷ୍ୟାଳିଙ୍କ ପାଇଁ ଆସିଲା ବଡ ଖବର ଆଜିଠାରୁ କରିପାରିବେ ପଞ୍ଜୀକରଣ। ଚଳିତ ବର୍ଷ ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତଚାଲିବାକୁ ଥିବା ବେଳେ  ଅନଲାଇନ ମାଧ୍ୟମରେ ହବିଷ୍ୟାଳିମାନ ପଞ୍ଜିକରଣ କରିପାରିବେ । ଏହାସହିତ ଏହି ବର୍ଷ

ପୋଲିସକୁ ଅତର୍କିତ ଆକ୍ରମଣ

ବୁର୍ଲାରେ ପୋଲିସକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଦୁର୍ବୃତ୍ତମାନେ ଜଣେ କନଷ୍ଟେବଲଙ୍କ ପାପୁଲିକୁ ହାଣି ଛିଡ଼ାଇ ଦେଇଥିବା ଜଣାପଡ଼ିଛି । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସ ଉପରେ ଏଭଳି ଅତର୍କିତ ଆକ୍ରମଣ ହୋଇଛି । ଏକ ଗଣ୍ଡଗୋଳ ଘଟଣାର

୧୨ ଘଣ୍ଟିଆ କୋରାପୁଟ ବନ୍ଦ; ଜୀବନଯାତ୍ରା ଠପ୍

ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଆଜି କୋରାପୁଟ ବନ୍ଦ ଡାକରା ଦିଆଯାଇଛି।  ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ଭୁବନେଶ୍ୱରରେ ହେବ ନୂଆ ଟର୍ମିନାଲ

ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଭୁବନେଶ୍ୱର ବିମାନବନ୍ଦରରେ ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପୁରୁଣା ଟର୍ମିନାଲ ପାଖରେ ନୂଆ

୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ

ନିଲାମ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସଂଗୃହିତ ଅର୍ପଣ ଚାଉଳ । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ । ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ । ସମୁଦାୟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ମିଳିଛି । ମୋଟ ୨