ଅସଲି ଭିତରେ ନକଲି ନୋଟ
ଅସଲି ନୋଟ ଭିତରେ ପେପେର କଟିଙ୍ଗ ରଖି ଜାଲିଆତି କରି ଠକୁଥିବା ଏକ ପାଞ୍ଚ ଜଣିଆ ଗ୍ୟାଙ୍ଗ କୁ କମିସନରଟେ ପୋଲିସ ଗିରଫ କରିଛି l ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗ ରେ ଜଣେ ମହିଳା ଓ ଚାରି ଜଣ ପୁରୁଷ ଅଛନ୍ତି l ସେମାନେ ଟଙ୍କା ବଣ୍ଡଲ ରେ ଉପରେ ଓ ତଳେ ଅସଲି ନୋଟ ରଖି ଭିତରେ ପେପେର କଟିଙ୍ଗ ରଖି 10!-->…
