Odia News Portal

ରେଡ଼ ଜୋନରେ ସାମିଲ ହେଲା ରାଜ୍ୟର ଆଉ ଏକ ଜିଲ୍ଲା

ଅନୁଗୁଳ() ଆଜି ଅନୁଗୁଳ ଜିଲ୍ଲାକୁ ରେଡ ଜୋନରେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଥମଥର ପାଇଁ ଆଜି ୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଡ ଜୋନ୍ ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟର ୫ଟି ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ ରେଡ୍ ଜୋନରେ ରହିଛି । ଏହି କ୍ରମରେ କରୋନା ଆକ୍ରାନ୍ତ…

କ୍ୱାରେଣ୍ଟାଇନ୍‌ରେ ଜଟଣୀ ଥାନାର ୨୦ ପୁଲିିସ୍‌

ଭୁବନେଶ୍ୱର : କମିଶନରେଟ୍‌ ପୁଲିସ୍‌ ଜଟଣୀ ଥାନାର ୨୦ରୁ ଅଧିକ ପୁଲିସ୍‌ ସଙ୍ଗରୋଧ (କ୍ୱାରେଣ୍ଟାଇନ୍‌)ରେ ରହିଥିବା ଜଣାପଡିଛି । ଜଟଣୀ ଥାନା ଯାଁଳା ଫାଣ୍ଡିର ସମସ୍ତ କର୍ମଚାରୀ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି । ଏହାକୁ ନେଇ ଚାରିଆଡ଼େ ଚହଳ ପଡ଼ିଛି । ଖାଲି ପୁଲିସ୍‌ ନୁହନ୍ତି, କିଛି…

ସୁବାସ ଚୌହାନଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍କରଣୀୟ ହୋଇ ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜେଡ଼ି ନେତା ସୁବାସ ଚୌହାନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଟ୍ବିଟ୍ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି ଯେ, ସୁବାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବହୁତ…

୫୮ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର() ଆଜି ନୂଆ ଚିହ୍ନଟ ହୋଇଥିବା ୫୮ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୫୮ ଜଣଙ୍କ ମଧ୍ୟରୁ ୫୭ ଆକ୍ରାନ୍ତ ବାହାର ରାଜ୍ୟ ଫେରନ୍ତା ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ ୪୧ ଜଣ ସୁରତ ଫେରନ୍ତା । ଆଜି ସୁଦ୍ଧା ୧୫୩ ଜଣ ସୁରତ ଫେରନ୍ତା ପଜିଟିଭ ଚିହ୍ନଟ । ରାଜ୍ୟର…

ରାଜ୍ୟରେ ଆଉ ଏକ କରୋନା ମୃତ୍ୟୁ

ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।…

ଟିଟିଲାଗଡ଼ରେ ସକାଳ ୯ ଟାରୁ ରାତି ୧୨ ଯାଏଁ କର୍ଫ୍ୟୁ

ଟିଟିଲାଗଡରେ କର୍ଫ୍ୟୁ। ସକାଳ ୯ ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଜାରି ହୋଇଛି କର୍ଫ୍ୟୁ। ଆଜି ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସ୍ପେସାଲ ଟ୍ରେନ୍‌ ଟିଟିଲାଗଡ଼ରେ ପହଞ୍ଚିବ। ଏହାକୁ ଦୃଷ୍ଟିରେ ରଖି ଟିଟିଲାଗଡ ସହରରେ କର୍ଫ୍ୟୁ ଜାରି ହୋଇଛି। ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟସବୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଦିନଟି ଆଲୋଚନା, ସଭା ସମିତି, ପ୍ରଶାସନ ଓ କର୍ମକ୍ଷେତ୍ର ପାଇଁ ପ୍ରଶସ୍ତ ରହିବ। କିନ୍ତୁ ପରିବାର, ପରିବହନ, ଲୋକସମ୍ପର୍କ, ଯାନବାହନ ଦିଗରେ କିଛିଟା ସମସ୍ୟା ଆସିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ…

ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର() ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସେ ଉଭୟ ଲିଭର କ୍ୟାନ୍ସର ଓ ହୃଦଘାତରେ ପୀଡିତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ୨୦୧୯ ମାର୍ଚ୍ଚ…

ରାଜ୍ୟରେ ଆଉ ୫୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଗଞ୍ଜାମରେ ୨୯, ବାଲେଶ୍ୱରରେ ୧୫ ଓ ମୟୂରଭଞ୍ଚରେ ୧ ଆକ୍ରାନ୍ତ ଥିବା ଜଣାପଡିଛି । ଅନୁଗୁଳରେ ପ୍ରଥମଥର ପାଇଁ ୧୩ ଜଣ କରୋନା ଆକ୍ରାନ୍ତ…

ସରପଞ୍ଚଙ୍କୁ କରୋନା ମୁକାବିଲାର ମନ୍ତ୍ର ଦେଲେ ୫ଟି ସଚିବ

ଭୁବନେଶ୍ୱର () ସରପଞ୍ଚଙ୍କୁ କରୋନା ମୁକାବିଲାର ମନ୍ତ୍ର ଦେଲେ ୫ଟି ସଚିବ । ଆଜି ସେ ରାଜ୍ୟର ଅନ୍ୟତମ କରୋନା ହଟସ୍ପଟ ଗଂଜାମ ଜିଲ୍ଲାର ସବୁ ସରପଂଚଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି । କରୋନା ମୁକାବିଲାରେ କିଭଳି ସରପଂଚମାନେ ନେତୃତ୍ୱ ନେବେ ସେନେଇ ୫ଟି ସଚିବ ଗୁରୁମନ୍ତ୍ର…