Odia News Portal

ମୋଟୋରୋଲା ପକ୍ଷରୁ ଭାରତରେ ଏହାର ନୂତନ ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ୍‌ର ଘୋଷଣା

ଭୁବନେଶ୍ୱର : ଅନ୍ୟ ବଜାରଗୁଡିକରେ ବିପୁଳ ସଫଳତା ହାସଲ ପରେ ମୋଟୋରୋଲା ପକ୍ଷରୁ ଭାରତରେ ଏହାର ନୂଆ ମୋଟୋରୋଲା ଏଜ୍‌+ ସ୍ମାର୍ଟଫୋନ୍‌ର ଘୋଷଣା କରାଯାଇଛି । ଏହି ସ୍ମାର୍ଟଫୋନ ଦ୍ରୁତତମ ପ୍ରୋସେସର, ଡାଟା ସ୍ପିଡ୍‌, ବୋଲ୍ଡେଷ୍ଟ ଏଣ୍ଡଲେସ୍ ଏଜ୍ ଡିସ୍‌ପ୍ଲେ, ସର୍ବାଧିକ ରିଜୋଲ୍ୟୁସନ କ୍ୟାମେରା,…

ଜୁନ ୧ରୁ ଚାଲିବ ଟ୍ରେନ

ନୂଆଦିଲ୍ଲୀ()  ଜୁନ ୧ରୁ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା AC ଟ୍ରେନ୍‌ ଚାଲିବ। SL କୋଚ୍‌ ଓ ଚେୟାର କାର୍‌ ଟ୍ରେନ୍‌ ଚାଲିବ ବୋଲି ଜଣାପଡିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ର ସମୟ ସାରଣୀ ଜଣାଇ ଦିଆଯିବ। ଏଣିକି କମ୍‌ ଅର୍ଥ ଖର୍ଚ୍ଚ କରି ଲୋକମାନେ ଘରକୁ ଯାଇପାରିବେ। ଖୁବଶୀଘ୍ର ଏନେଇ ଆରମ୍ଭ…

ରଥଖଳାରୁ .. ହାଲ୍‌କା ବର୍ଷାରେ ଭିଜିଲା ରଥଖଳା, ଚାଲିଛି ରଥ କାର୍ଯ୍ୟ

ପୁରୀ : ଜୁନ୍‌ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ବାତ୍ୟା ‘ଅମ୍ଫନ’ ପ୍ରଭାବରେ ପୁରୀରେ ହାଲ୍‌କା ବର୍ଷା ସହ ପବନ ମଙ୍ଗଳବାର ସକାଳୁ ଆକାଶ ମେଘାଛନ୍ନ ରହିଛି। ସକାଳ ୧୦ଟା ବେଳକୁ ହାଲ୍‌କା ଝିପିଝିପି ବର୍ଷା ହୋଇଥିଲା। କିଛି ସମୟପରେ ବର୍ଷା ବନ୍ଦ ମଧ୍ୟ୍ ହୋଇଯାଇଥିଲା। ପୂନର୍ବାର ମଧ୍ୟାହ୍ନ…

ଆଇଟିସି ସାଭ୍‌ଲନ୍ ପକ୍ଷରୁ ମାତ୍ର ୫୦ ପଇସା ମୂଲ୍ୟରେ ହ୍ୟା ସାନିଟାଇଜର୍‌

ଭୁବନେଶ୍ୱର : ବର୍ତମାନ ସମୟରେ ହାତର ସ୍ୱଚ୍ଛତା ଏକ ବିଶ୍ୱସ୍ତରୀୟ ପ୍ରାଥମିକତା ଭାବେ ଉଭାହୋଇଛି । କିନ୍ତୁ ସୁବିଧା ଏବଂ ଉତ୍ସର ଅଭାବ ଯୋଗୁଁ ହାତର ସ୍ୱଚ୍ଚତାର ଉପଲବ୍ଧତା ଏକ ଆହ୍ୱାନରେ ପରିଣତ ହୋଇଯାଇଛି । ଡବ୍ଲୁଏଚଓ ଏବଂ ୟୁନିସେଫ ଭଳି ସଂଗଠନ ନିଶ୍ଚିତ କରିଛନ୍ତି ଯେ ବିଶ୍ୱସ୍ତରରେ ୩ ଅୟୁତ…

ତାଳଚୁଆ ମେରାଇନର ସ୍ଥିତି ସମୀକ୍ଷା କଲେ ଡିଆଇଜି ଆଶିଷ ସିଂ

ଭୁବନେଶ୍ବର() ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଉପକୂଳ ମୁହାଁ ହେଉଛି ଅମ୍ପନ । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା । ଏଭଳି…

ବାତ୍ୟା ପାଇଁ ରାଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା

ଭୁବନେଶ୍ବର() ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା । ସମ୍ଭାବ୍ୟ ସାମୁଦ୍ରିକ ମହାବାତ୍ୟା…

ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ଅମ୍ଫନ

ଭୁବନେଶ୍ବର() ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା । ମହାବାତ୍ୟା ସମୁଦ୍ରରେ ଦୁର୍ବଳ ହୋଇ ଅତି ଭୟଙ୍କର…

ଜି ନ୍ୟୁଜର ୨୮ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ() ଜି ନ୍ୟୁଜର ୨୮ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜି ନ୍ୟୁଜ ଚିପ୍ ଏଡିଟର ସୁଧିର ଚୌଧୂରି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନକୁ ପଠାଯାଇଛି । ଏହାସହ ଜି ନ୍ୟୁଜ ଓ ଷ୍ଟୁଡିଓ ସିଲ କରାଯାଇଛି ବୋଲି କହିଛନ୍ତି ସୁଧିର ।…

ଏହିସବୁ ଜିଲ୍ଲାରୁ ୧୦୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଜି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ୧୦୨ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୩୧, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, କେନ୍ଦ୍ରାପଡ଼ାରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଜି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି କରୋନାରେ ଜଣଙ୍କର ମୃତ୍ୟୃ ହୋଇଛି । ମୃତକ ଜଣଙ୍କ କଟକ ଜିଲ୍ଲାର । ମୃତକ ୭୫ ବର୍ଷିୟ ବୃଦ୍ଧ ବୋଲି ସୂଚନା ମିଳିଛି । ଏହାସହ ସଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ…