Odia News Portal

ଧର୍ମଶାଳା ବିଧାୟକଙ୍କ କ୍ବାରେଣ୍ଟାଇନ କେନ୍ଦ୍ର ଅନୁଧ୍ୟାନ

ଧର୍ମଶାଳା() ଧର୍ମଶାଳା ବ୍ଲକ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟ କ୍ବାରେଣ୍ଟାଇନ କେନ୍ଦ୍ର ଯଥା ଆଦର୍ଶ ବିଦ୍ୟାଳୟ, ଧର୍ମଶାଳା ମହାବିଦ୍ୟାଳୟ ଓ କଳ୍ପତରୁ ଦାସ ଷ୍ଟାଡିୟମକୁ ବୁଲି ଯାଇ ସମସ୍ତ କାର୍ଯ୍ୟର ତଦାରଖ କରି କାର୍ଯ୍ୟନିର୍ବାହି ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ…

ଗଞ୍ଜାମରେ କାର୍ଯ୍ୟକ୍ଷମ ହେଲା କୋଭିଡ଼-୧୯ ହସ୍ପିଟାଲ

ଗଞ୍ଜାମ () ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରିମଧ୍ୟରେ ଗଞ୍ଜାମରେ ଆଜି କାର୍ଯ୍ୟକ୍ଷମ ହୋଇଛି କୋଭିଡ଼-୧୯ ହସ୍ପିଟାଲ । ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୨୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ୧୫ଟି…

ରାଜ୍ୟର ବିଭିନ୍ନ ଜେଲ୍‌ରୁ ମୁକୁଳିଲେ କଏଦୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜେଲ୍‌ରୁ ମୁକୁଳିଲେ କଏଦୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨ହଜାର ୯୬୩ଜଣ କଏଦୀଙ୍କୁ ରିଲିଜ୍‌ କରାଯାଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ୍‌ ୯ ମଧ୍ୟରେ ୨୯୬୩ କଏଦୀ ମୁକୁଳିଛନ୍ତି। ଜାମିନ୍‌ରେ ୨ହଜାର ୬୬୧ଜଣ ବାହାରିଥିବାବେଳେ ପାରୋଲ୍‌ର ଆସିଛନ୍ତି ୯…

କରୋନା ଯୁଦ୍ଧରେ ଜିତିଲେ ୧୦୧ ବୟସ୍କ ବ୍ୟକ୍ତି

ନୂଆଦିଲ୍ଲୀ : ହାରିଲା କରୋନା ଜିତିଲେ ବୃଦ୍ଧ । କରୋନା ଯୁଦ୍ଧରେ ଜିତିଲେ ୧୦୧ ବୟସ୍କ ବ୍ୟକ୍ତି । ସୁସ୍ଥ ହୋଇ ଡିସ୍‌ଚାର୍ଜ ହେବା ପରେ ଘରକୁ ଫେରିଛନ୍ତି UKର କେଥ୍‌ । ଦୁଇ ସପ୍ତାହ ହେବ ସେ ଆଲେକ୍‌ଜାଣ୍ଡ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା…

ICUରୁ ବାହାରିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

କରୋନା ସଂକ୍ରମଣରେ ପିଡିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଇସିୟୁରୁ ବାହାରିଛନ୍ତି । କିନ୍ତୁ ତାଙ୍କୁ ଆଉ କିଛିଦିନ ହସ୍ପିଟାଲରେ ରଖାଯାଇ ଚିକିତ୍ସା କରାଯିବ । ତାଙ୍କୁ ଗତ ୬ ତାରିଖ ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ…

ସାରା ବିଶ୍ବର ମାର୍ଗଦର୍ଶକ ନବୀନ

ଭୁବନେଶ୍ୱର : କଣ କରେନାର ମୁକାବିଲା ସମ୍ଭବ ? କଣ ଏହାକୁ ପ୍ରତିହତ କରିହେବ ? ଏଭଳି ଅନେକ ପ୍ରଶ୍ନ ଏବେ ସଭିଙ୍କ ମନରେ । ସାରା ବିଶ୍ୱରେ ଦିନକୁ ଦିନ କରୋନା ଆକ୍ରନ୍ତ ଓ ମୃତକଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଏଭଳି ପ୍ରଶ୍ନ ସଭିଙ୍କ ମନରେ ଉଠିବା ସ୍ୱଭାବିକ । ଏହାର ଉତ୍ତର ଓଡିଶା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ବିଶେଷ ଭ୍ରମଣଜନିତ ଦ୍ୱିଜା ନକ୍ଷତ୍ର ଶାରୀରିକ କ୍ଳାନ୍ତି ଓ ଅବସାଦ ସାୟାହ୍ନେ ଅନୁଭବ କରିବେ। ବନ୍ଧୁ ମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାର ସୂଚନା ରହିଛି। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସି ଯାଇପାରେ। ପରିସ୍ଥିତି ଦୁଶ୍ଚିନ୍ତାର କାରଣ…

ରାଜ୍ୟରେ ଆଉ ୪କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୪କରୋନା ପଜିଟିଭ ଚିହ୍ନଟ ହୋଇଛି । ତେବେ ସମ୍ପୁର୍ଣ୍ଣ ତଥ୍ୟ ମିଳିନଥିବା ବେଳେ ଓଡିଶାରେ ଆକ୍ରାନ୍ତଙ୍କ ସଖ୍ୟା ୪୮ରେ ପହଞ୍ଚିଲା । ତେବେ ପ୍ରଥମ ଥର ସ୍ବାସ୍ଥ୍ୟ ବିଭାଗ ଟୁଇଟ ବଦଳରେ ନିଜ ଓ୍ବବସାଇଟରେ ଏହି ସୂଚନା ଦେଇଛି । ସୂଚନା ଅନୁସାରେ ଆଜି ସକାଳେ ମଧ୍ୟ…

ଗାଡ଼ି ଜବତ କରି ପାରିବନି ପୋଲିସ୍‌ : ହାଇକୋର୍ଟ

କଟକ  : ଲକ୍‌ଡାଉନ୍‌ ବେଳେ ଜବତ ହୋଇ ପାରିବନି ଯାନବାହନ । ପୋଲିସ୍‌ କାହାର ଗାଡ଼ି ଜବତ କରି ପାରିବ ନାହିଁ । ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ରାୟ ଦେଇଛନ୍ତି ଯେ କୌଣସି ଆଇନ୍‌ ଭଙ୍ଗ କଲେ ପୋଲିସ୍‌ ଗାଡ଼ି ଚାଳକ ଠାରୁ…

ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ : ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ମିତ ହୋଇଥିବା ରାମାୟଣରେ ସୁଗ୍ରୀବ ଏବଂ ବାଳୀ ଭୂମିକାରେ ଅଭିନୟ କରିଥିବା କଳାକାର ଶ୍ୟାମସୁନ୍ଦର କାଲାଣିଙ୍କର ପରଲୋକ ହୋଇଯାଇଛି। ଦୀର୍ଘଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା…