କେନ୍ଦ୍ରମନ୍ତ୍ରୀଙ୍କୁ ଶକ୍ତ ଚାପୁଡା ମାରିଲେ ଯୁବକ l ପରେ ଯୁବକଙ୍କୁ ଧରି ନିସ୍ତୁକ ଛେଚିଲେ ମନ୍ତ୍ରୀଙ୍କ ସମର୍ଥକ
କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ଆଧିକାରିତା ରାଜ୍ୟମନ୍ତ୍ରୀ ରାମଦାସ ଆଠବଲେ ଅମ୍ବରନାଥ େଓ୍ଵଷ୍ଟସ୍ଥିତ ନେତାଜୀ ଚୌକରେ ପାର୍ଟିରେ ଏକ ରାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ଓହ୍ଲାଇଥିଲେ। ସେହି ସମୟରେ ଯୁବକ ଜଣକ ଅଠବଲେଙ୍କୁ ଚାପୁଡା ମାରିଥିଲା। ପୁଲିସ ଇନସ୍ପେକ୍ଟର…
