Odia News Portal

ଲକଡାଉନ ଭାଙ୍ଗିଲେ ଏତିକି ବର୍ଷ ଜେଲ

ଭୁବନେଶ୍ବର()    ଆଜି ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ବାବଦରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ କହିଥିଲେ ଯେ, ଆଜିର…

ପିଲାଙ୍କର ସବୁଠୁ ପ୍ରିୟ ଶୋ “ଦ ଜଙ୍ଗଲ ବୁକ” ପୁଣି ଥରେ ଦୂରଦର୍ଶନରେ

କରୋନା ଲକଡାଉନ ଯୋଗୁ ପୁଣିଥରେ ଦୂରଦର୍ଶନକୁ ଅଶୀ ଓ ନବେ ଦଶକରେ ସିରିୟଲ ଫେରୁଛି। ପ୍ରଥମେ ରାମାୟଣ, ମହାଭାରତ ଓ ତା ପରେ ସର୍କସ ସିରିୟଲ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଫେରିଥିବା ବେଳେ ଏବେ ଏହି ତାଲିକାରେ ଆଉ ଏକ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ଏବେ ପିଲାଙ୍କର ସବୁଠୁ ପ୍ରିୟ ଶୋ’ ” ଦ ଜଙ୍ଗଲ…

ଆସନ୍ତା କାଲି ଯାଜପୁରରେ ଉଦଘାଟିତ ହେବ କୋଭିଡ଼-୧୯ ହସ୍ପିଟାଲ

ଯାଜପୁର ଟାଉନ : ଆସନ୍ତା କାଲି ଉଦଘାଟିତ ହେବ ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗର ରେ ରହିଛି ଟାଟା ମେଡିକା ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ। ଗତକାଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟ…

ଲକଡାଉନ ଅବଧି ବୃଦ୍ଧି ପାଇଁ ଓଡିଶା ସରକାରଙ୍କ ନିଷ୍ପତ୍ତିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

ଲକ ଡାଉନ ବଢିବ କି ନାହିଁ ତାକୁ ନେଇ କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇନଥିବାବେଳେ ଆଜି ଓଡିଶା ସରକାର ଲାକଡାଉନ ବଢ଼ାଇବା ନେଇ ଗ୍ରହଣ କରିଥିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ…

WhatsApp ଭିଡିଓ କଲିଂରେ ହେଲା ବଡ଼ ପରିବର୍ତ୍ତନ

ୟୁଜରଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟ୍ସଆପ ନିୟମିତ ନିଜ ଆପରେ କିଛି କିଛି ପରିବର୍ତ୍ତନ କରୁଛି। ଏବେ କମ୍ପାନୀ ତରଫରୁ ଅଡିଓ ଓ ଭିଡିଓ କଲରେ କେତେକ ପରିବର୍ତ୍ତନ କରାଯାଇଛି, ଯାହା ଦ୍ୱାରା କଲ କରିବା ବେଳେ ୟୁଜରଙ୍କୁ ଆଉ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ…

ରାଜ୍ୟରେ ପିପିଇ ମଧ୍ୟ ଉପଯୁକ୍ତ ପରିମାଣରେ ଅଛି

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ଓଡ଼ିଶା କୋଭିଡ଼୍ ବିରୋଧରେ ଯୁଦ୍ଧ ମାର୍ଚ୍ଚ ୧୫ରେ ଘୋଷଣା କରିଥିଲା । ଏହି ଯୁଦ୍ଧ ଲମ୍ବା ଚାଲିବ କିନ୍ତୁ ଆମକୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ବାଗଚୀ କହିଛନ୍ତି । ଏପ୍ରିଲ…

ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ତ୍ୟାଗ ଦ୍ୱାରା ହିଁ କରୋନାରୁ ଓଡିଶା ମୁକୁଳିବ

ଭୁବନେଶ୍ବର()  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ରାଜ୍ୟବାସୀଙ୍କ ତ୍ୟାଗ ଦ୍ୱାରା ହିଁ କରୋନା ଭଳି କଠିନ ପରିସ୍ଥିତିରୁ ଓଡିଶା ମୁକୁଳିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆଶାବ୍ୟକ୍ତ କରିବା ସହ ଲକଡାଉନର ଅବଧିକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି…

ରାଜ୍ୟରେ ଆଉ ୨କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୨କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଢ଼େଙ୍କାନାଳର ଜଣେ ୫୧ବର୍ଷିୟ ମହିଳା ଓ ଭୁବନେଶ୍ୱର ସ୍ଥିତ ମେଦିନପୁରର ୬୯ବର୍ଷିୟ ବୃଦ୍ଧଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସୂଚନା ଦେଇଛନ୍ତି…

ବଢିଲା ଲକଡାଉନ ଅବଧି

ଭୁବନେଶ୍ୱର ()ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଲକ୍ ଡାଉନ ଅବଧି ବଢ଼ାଇବା ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୩୦ଯାଏଁ ଓଡ଼ିଶାରେ ଲକ୍ ଡାଉନ ରହିବ । ଏନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର…

୯ଟି ପ୍ରସ୍ତାବରେ କ୍ୟାବିନେଟ ମୋହର

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଶେଷ ହୋଇଛି । ପ୍ରଥମ ଥର ପାଇଁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଭିଡ଼ିଓ କନଫରେନ୍ସିଂରେ ବୈଠକ ହୋଇଥିଲା । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଏହାସହ ୯ଟି…