Odia News Portal

ଇନ୍‌କମିଂ କଲ୍‌ ବନ୍ଦ ନକରିବାକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର () କରୋନା ବିପତ୍ତି ଯୋଗୁଁ ସାରା ରାଜ୍ୟ ଏବେ ସଙ୍କଟରେ । ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ନାନାଦି ସମସ୍ୟା ସାମ୍ନା କରୁଛନ୍ତି । ଏପରିସ୍ଥଳେ କୌଣସି ଟେଲି ସେବା ଯୋଗାଉଥିବା ସଂସ୍ଥା କୌଣସି ମୋବାଇଲ ନମ୍ବରରୁ ଇନ୍‌କମିଂ କଲ୍‌ ବନ୍ଦ ନକରୁ । ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ…

କେନ୍ଦ୍ର ସରକାରଙ୍କ ରିଲିଫ ପ୍ୟାକେଜ ଘୋଷଣା

ଭୁବନେଶ୍ୱର() କରୋନା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କିଛି ପ୍ରମୁଖ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ବିଚାରାଧୀନ ଆୟକର ଫେରସ୍ତକୁ ସରକାର ତୁରନ୍ତ ମୁକ୍ତ କରିବାକୁ…

ଏହି ପ୍ଳାନରେ ଗ୍ରାହକଙ୍କୁ ମିଳିବ ୧୦୦ ଜିବି ଡାଟା

ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼ ବା ବିଏସଏନଏଲ ନିଜ ୪୯୯ ଟଙ୍କିଆ ଭାରତ ଫାଇବର ବ୍ରଡ଼ବ୍ୟାଣ୍ଡ ପ୍ଲାନର ବୈଧତା ଆସନ୍ତା ଜୁନ ୨୯ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛି । ଯାହାକି ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହିଁ ସୀମିତ ଥିଲା । ଏହାର ଅର୍ଥ ବିଏସଏନଏଲ…

ବିନା ମାସ୍କରେ ଆଜିଠୁ ଘରୁ ବାହାରିବା ମନା

ଭୁବନେଶ୍ବର : ଆଜି ଠାରୁ ବିନା ମାସ୍କରେ ଘରୁ ବାହାରିବା ମନା। ରାଜ୍ୟରେ କୋଭିଡ୍-୧୯ ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବାବେଳେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ୯ ଏପ୍ରିଲ ସକାଳ ୭ଟା ଠାରୁ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚନ୍ଦ୍ର ସମେତ ଶୁକ୍ର ଓ ଶନି ଅନୁକୂଳ ପରିବେଶରେ ଥିବାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇବେ ।  କୃତ୍ତିକା ନକ୍ଷତ୍ର ବହୁ ପ୍ରତୀକ୍ଷିତ ଖବରଟି ପାଇ ଖୁସୀ ହୋଇଯାଇପାରନ୍ତି ।  ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ଆଶଙ୍କା…

ପୁଣି ବଢିପାରେ ଲକଡିଉନ ଅବଧି, ମୋଦି କହିଲେ ଏମିତି କଥା

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶରେ ବଢୁଛି ଚିନ୍ତା । ପୂରା ଦେଶ ଲକଡାଉନରେ ଥିବା ବେଳେ ଏବେ ଲକଡାଉନର ଅବଧି ବଢିବା ନେଇ ସନ୍ଦେହ କରାଯାଉଛି । ଏନେଇ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ବଦଳୀୟ ବୈଠକରେ ଲକଡାଉନକୁ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କରୋନା ଲଢ଼େଇ ପାଇଁ ସହାୟତାର ହାତ ବଢାଇଲା ଓସିଏ

କଟକ : କରୋନା ଲଢ଼େଇ ପାଇଁ ସହାୟତାର ହାତ ବଢ଼ାଇଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) । ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ଅପରାହ୍ନରେ ଓସିଏ ତରଫରୁ ସମ୍ପାଦକ ସଞ୍ଜୟ କୁମାର ବେହେରା ଏହି ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ…

ଲକଡାଉନକୁ ନେଇ ଏମିତି କହିଲେ।ବାଗଚୀ

ଭୁବନେଶ୍ୱର() ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ତାଲାବନ୍ଦର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ସଂକ୍ରମଣର ଚେନକୁ ଭାଙ୍ଗିବା । କରୋନାରୁ ସୁରକ୍ଷିତ ରହିବାକୁ ସରକାର ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସାମାଜିକ…

କରୋନା ମୁକାବିଲା ନେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ସହ ରାଜ୍ୟ କୃଷିମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ବର() ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆଜି ଅପରାହ୍ନ ୪ ଘଟିକା ସମୟରେ ଆୟୋଜିତ ଭିଡ଼ିଓ କନ୍ଫରେନ୍ସିଂଗ ବୈଠକରେ ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୂ ଯୋଗ ଦେଇ କରୋନା ସଂକ୍ରମଣ ମୁକାବିଲା…

କରୋନା ମହାମାରୀ ମୁକାବିଲାରେ ସାମିଲ ହେଲା ନାଲ୍‌କୋ

ଭୁବନେଶ୍ୱର : କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲଢ଼େଇରେ ସାମିଲ ହୋଇଛି ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲ୍‌କୋ)। ନାଲ୍‌କୋ ପକ୍ଷରୁ କରୋନା ଲଢ଼େଇ ପାଇଁ ୧୦ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି।…