ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛ ପଞ୍ଚାୟତ ପୋଖରୀରେ ମାଛ ଚାଷ
କେନ୍ଦ୍ରାପଡା : ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପଞ୍ଚାୟତ ପୋଖରୀରେ ହେଉଥିବା ମାଛ ଚାଷ ଏବେ ଗାଁ ଗହଳର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛି । ୨୦୧୮-୧୯ ବର୍ଷରୁ ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ମାଛଚାଷ ପାଇଁ ପଞ୍ଚାୟତ ପୋଖରୀ ଦୀର୍ଘମିଆଦୀ ସୂତ୍ରରେ ଲିଜ୍…
