Odia News Portal

ଅଭିନେତା ପ୍ରକାଶ ରାଜ ବଢାଇଲେ ସାହାଯ୍ୟର ହାତ

ବଲିଉଡ ଏବଂ ସାଉଥ ସିନେମାର ଅଭିନେତା ପ୍ରକାଶ ରାଜ କରୋନା ଭାଇରସ ପାଇଁ କଷ୍ଟ ପାଉଥିବା ଲୋକଙ୍କୁ ସାହାଯ୍ୟ କରି ଏବେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି। ଅଭିନେତା ଲକଡାଉନ କାରଣରୁ ଫସି ରହିଥିବା ଶ୍ରମିକ ଏବଂ ଗରିବ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି। ଯେବେ ଠାରୁ ଲକଡାଉନ ହେଲାଣି…

ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ରଥ ନିର୍ମାଣ କାମ ହେବ

ପୁରୀ() ରଥ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରଥଯାତ୍ରାର ୨ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ । ଚଳତବର୍ଷ କରୋନା ପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଛି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟ…

ଲକ୍‍ଡାଉନରେ ସୋସିଆଲ ମିଡିଆରେ ସକ୍ରିୟ ହେଉଛନ୍ତି ନେତା

ଭୁବନେଶ୍ୱର : କରୋନା କଟକଣା ଏବେ କିଛି ମନ୍ତ୍ରୀ, ବିଧାୟକଙ୍କ ପାଇଁ ନିଜ ନିଜକୁ ସୋସିଆଲ ମିଡିଆରେ ପ୍ରଚାର କରିବାକୁ ଅପୂର୍ବ ସୁଯୋଗ ଆଣି ଦେଇଛି । ଏଥିପାଇଁ ସେମାନେ ସ୍ୱତବ ଭାବେ ଆଇଟି କର୍ମଚାରୀ ନିଯୁକ୍ତ କରିବା ସହିତ ରଙ୍ଗ ବେରଙ୍ଗର ଆଖିଦୃଶିଆ ଫଟୋ ଡିଜାଇନ୍‍ କରି ଛାଡୁଛନ୍ତି । କରୋନାରେ…

ହୋଟେଲରୁ ବିପୁଳ ପରିମାଣର ମଦ ଜବତ

ବଲାଙ୍ଗୀର : ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନାରୁ ରକ୍ଷା ପାଇବା ନେଇ ସାରା ଦେଶରେ ଲକ ଡାଉନ ଜାରି ରହିଛି। ପୁଲିସ ମଧ୍ୟ ଲୋକଙ୍କୁ ସଚେତନ କରାଇ ଲୋକଙ୍କୁ ଘରୁ ନ ବାହାରିବା କିମ୍ବା ଏକତ୍ର ନହେବା ପାଇଁ ପରାମର୍ଶ କରୁଛି। ସାରା ରାଜ୍ୟରେ ଲକ ଡାଉନ ରହିଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଓ…

ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪ ଯାଜପୁରର ହୋଇଥିବା ବେଳେ ୨ଜଣ ଭଦ୍ରକ ଜିଲ୍ଲାର । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୧୬୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ତେବେ ଏହାକୁ ମିଶାଇ…

ମଦରୁ ରାଜ୍ୟକୁ ମିଳେ କେତେ ରାଜସ୍ବ? ଜାଣନ୍ତୁ…

ନୂଆଦିଲ୍ଲୀ () ସାରା ଦେଶରେ ଲକଡାଉନ ଜାରି ରହିଥିବାବେଳେ ମେ ୩ ତାରିଖରେ ମଦ କାରବାରକୁ ଖୋଳି ଦିଆଯାଇଛି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ବହୁ ଚର୍ଚ୍ଚା ହେଉଛି କି ରାଜ୍ୟର ଅର୍ଥବ୍ୟବସ୍ଥା ମଦ ଭରୋସାରେ ଚାଲିଛି। ଆସନ୍ତୁ ଜାଣିବା ପ୍ରକୃତ ସତ କଣ ? ପ୍ରକୃତରେ ରାଜ୍ୟରେ ମିଳୁଥିବା ମଦରୁ କେତେ…

ଟିକ୍‌ଟକ୍ ପକ୍ଷରୁ ହାସ୍‌ଟ୍ୟାଗ୍ ମତ୍‌କର୍‌ଫର୍‌ୱାର୍ଡ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ବର୍ତମାନ ସମୟରେ ଭୁଲ୍ ତଥ୍ୟର ସୃଷ୍ଟି ଓ ସେୟାରିଙ୍ଗ୍‌କୁ ନେଇ ଡିଜିଟାଲ କମ୍ୟୁନିଟି ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଟିକ୍‌ଟକ୍ ପକ୍ଷରୁ ଏହାର ପବ୍ଲିକ୍ ସର୍ଭିସ୍ ଆନାଉସ୍‌ମେଂଟ୍ (ପିଏସ୍‌ଏ) ୰ମତ୍‌କର୍‌ଫର୍‌ୱାର୍ଡର ଶୁଭାରମ୍ଭ କରାଯାଇଛି । ଅନୁରାଗ ବାସୁଙ୍କ ଦ୍ୱାରା…

ଆପାର୍ଟମେଣ୍ଟରୁ ପଡି ବିଲଡର ମୃତ

ଭୁବନେଶ୍ୱର : ଭୁବନେଶ୍ୱରରେ ଥିବା ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡି ଜଣେ ବିଲଡର୍‌ଙ୍କର ମୃତ୍ୟୁ ହୋଇଛି । ମୃତ ବିଲଡରଙ୍କ ନାମ ପୀୟୁସ୍‌ ମିଶ୍ର । ସେ ତାଙ୍କ ଶଶୁର ଘରକୁ ଆସିଥିବା ବେଳେ ୮ ମହଲାରୁ ଖସି ପଡିଥିବା ସୂଚନା ମିଳିଛି । ତେବେ ସେ କେଉଁ ପରିସ୍ଥିତିରେ ଖସିପଡିଲେ ପୁଲିସ ତାହାର ତଦନ୍ତ…

ଟିକେ କଷ୍ଟ ସହି ସରକାରଙ୍କୁ ସହଯୋଗ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ

ଭୁବନେଶ୍ୱର() ମହାମାରୀ କରୋନା ସହ ବର୍ତ୍ତମାନ ସଭଗ୍ର ବିଶ୍ଵ ଲଢେଇ କରୁଛି । ଏହାରି ମଧ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ବାହାର ରାଜ୍ୟରୁ ଫେରିଥିବା ଲୋକମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ସବୁ କିଛିର…

ଏହି ଜିଲ୍ଲାରେ ୧୮ଟି ଗାଁ ସଟ୍‌ଡାଉନ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ୧୮ ଗାଁ ସଟ୍‌ଡାଉନ୍‌। ଲିଖିରିଆ ଗାଁରେ ଗତ ୧ ତାରିଖରେ ୨ଜଣ କରୋନା ରୋଗୀ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଏହି ଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ପୂର୍ବରୁ ୪ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଥିବାବେଳେ ଏବେ ପୁଣି ୬ ତାରିଖ ମଧ୍ୟରାତ୍ର…