Odia News Portal

ସବୁଠୁ ଧନୀ ମନ୍ଦିରରୁ ୧୩୦୦ କର୍ମଚାରୀଙ୍କୁ ବିଦା କଲା ଏହି ମନ୍ଦିର ପ୍ରଶାସନ

ନୂଆଦିଲ୍ଲୀ : କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ଦେଶର ସବୁ ବର୍ଗର ଲୋକଙ୍କ ଉପରେ ପ୍ରଭାବ ପକାଇଛି । କରୋନା ଭଗବାନଙ୍କ ମନ୍ଦିରକୁ ବି ଛାଡ଼ିନାହିଁ । ଏହାର ପ୍ରଭାବ ମନ୍ଦିର ଉପରେ ବି ପଡ଼ିଛି । ଆନ୍ଧ୍ରପ୍ରଦେଶରେ ଭଗବାନ ଭେଙ୍କଟେଶ୍ୱରଙ୍କ ତିରୁପତି ବାଲାଜି ମନ୍ଦିର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବନକର୍ମଚାରୀଙ୍କ ବିରୁଦ୍ଧରେ ଲାଗିଲା ଦଫା

ପୁରୀ : ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଖୋଦ୍ ବନବିଭାଗର କର୍ମଚାରୀ ମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଫନୀକୁ ଏକ ବର୍ଷ ପୁରିବା ନେଇ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ କରିବାକୁ ବାଲୁଖଣ୍ଡ ଯାଇଥିଲେ। ନେଚର କ୍ଯାମ୍ପରେ ବନକର୍ମଚାରୀ ମାନେ…

ରେଡ୍ ଜୋନରେ ରାଜଧାନୀ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଦେଖି ବିଭିନ୍ନ ଜିଲ୍ଲାକୁ ଜୋନରେ ବିଭକ୍ତ କରିଛନ୍ତି ରାଜ୍ୟ ସରକାର । ରାଜଧାନୀ ଭୁବନେଶ୍ୱର ସମେତ ଭଦ୍ରକ, ବାଲେଶ୍ୱର ଓ ଯାଜପୁରକୁ ରେଡ୍ ଜୋନରେ ରଖାଯାଇଛି । ସେହିପରି ୧୧ଟି ଜିଲ୍ଲା ଅରେଞ୍ଜ ଜୋନରେ ରହିଛି । ସେଗୁଡିକ…

ପ୍ରବାସୀ ଓଡିଆଙ୍କ ଦାୟିତ୍ୱରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର

ଭୁବନେଶ୍ୱର() କରୋନା ସଙ୍କଟ ସମୟରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆମାନଙ୍କୁ ଫେରାଇଆଣିବାରେ ଲାଗିଛନ୍ତି ରାଜ୍ୟ ସରକାର । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡିଆଙ୍କ ଦାୟିତ୍ୱ ନେବା ପାଇଁ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେ ପ୍ରବାସୀ ଘରବାହୁଡା…

କଦଳୀ ବୋଝେଇ ଗାଡି ସହ ଟ୍ରକର ଧକ୍କା, ୨ମୃତ

ଯାଜପୁର : ୧୬ନଂ ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ଦୁର୍ଘଟଣା। କଦଳୀ ବୋଝେଇ ଟ୍ରକ ସହ ଅନ୍ୟ ଏକ ଟ୍ରକର ଧକ୍କା। ଫଳରେ ୨ଜଣଙ୍କର ମୃତ ଘଟିଥିବା ବେଳେ ଜଣେ ଗୁରୁତର ଆହତ। ସୂଚନା ଅନୁଯାୟୀ, ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଆଇଚର ଗାଡି କଦଳୀ ବୋଝେଇ କରି ଯାଉଥିବା ସମୟରେ କୁଆଖିଆ ଓଭର ବ୍ରିଜ…

କୋଭିଡ୍‌-୧୯ ସମ୍ପର୍କିତ ପ୍ରସ୍ତୁତି ନେଇ ପ୍ରମୁଖ ଶାସନ ସଚିବଙ୍କ ସହ ଏନ୍‌ଏଚ୍‌ଏମ୍‌ ଆଲୋଚନା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଦୁଇ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଲାଙ୍ଗୀର ଜିଲ୍ଲା ଦାୟିତ୍ୱରେ ଥିବା କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ…

ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ନାମରେ ଥାନାରେ ମାମଲା, ୧୦ ବର୍ଷର ବାଳିକାକୁ କରିଥିଲେ ଦୁଷ୍କର୍ମ

ଆଜମଗଡ଼ : ଦେଶରେ ଆଇନ ଯେତେ କଠିନ ହେଲେ ବି ଦୁଷ୍କର୍ମ ମାମଲା କମିବାର ନାମ ଧରୁନି । ଉତ୍ତରପ୍ରଦେଶ ଆଜମଗଡ଼ ଜିଲ୍ଲାରେ ଜଣେ ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ନାମରେ ଦୁଷ୍କର୍ମ ମାମଲା ଦାୟର ହୋଇଛି । ୨୭ ଏପ୍ରିଲ ରାତିରେ ୧୦ ବର୍ଷର ଝିଅଟିକୁ ଦୁଷ୍କର୍ମ କରିବା ପରେ ଧମକ ଦେଇ ଚାଲିଯାଇଥିଲେ ।…

କରୋଣ୍ଟାଇନ ସେଣ୍ଟରରୁ ପ୍ରବାସୀ ଓଡିଆଙ୍କ ଫେରାର୍ ଘଟଣା, ଜିଲ୍ଲପାଳ ଏବଂ ଏସ୍ ପିଙ୍କ ପରିଦର୍ଶନ

ଗଞ୍ଜାମ : କ୍ବାରେଣ୍ଟାଇନ୍‌ ସେଣ୍ଟରର ଫାଟକ ଭଙ୍ଗାରୁଜା କରି ପଳାୟନ କରିଥିବା ଶତାଧିକ ପ୍ରବାସୀ ଶ୍ରମିକ ମାନେ ଶେଷରେ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ କିଛି ଫେରିଥିବା ବେଳେ ଆଉ କିଛି ଫେରି ନାହାଁନ୍ତି । ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଜନତା ହାଇ ସ୍କୁଲରେ…

ଗ୍ରୀନ୍ ଜୋନରେ ଗଡିବନି ବସ୍

ଭୁବନେଶ୍ୱର() ରାଜ୍ୟରେ ଗ୍ରୀନ୍ ଜୋନରେ ହେବନି ବସ୍ ଚଳାଚଳ । ଏନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ବସ୍ ଚାଲାଇବା ସମ୍ଭବପର ନୁହେଁ । ୫୦% ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା…

ଜିରାଫର ବେକ ଲମ୍ବା କାହିଁକି ଜାଣନ୍ତୁ

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହା ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ ଶିଙ୍ଗ ପାଇଁ ବିଶେଷ ଭାବରେ ଜଣାଶୁଣା। କିନ୍ତୁ ଜାଣନ୍ତି ଜିରାଫର ବେକ ଏତେ ଲମ୍ବା କାହିଁକି? ଯଦି ନା ତେବେ ଜାଣନ୍ତୁ ଏ…